କେମିକାଲ୍ ବୋଝେଇ ଟ୍ୟାଙ୍କରରେ ଲାଗିଗଲା ନିଆଁ

Published By : Prameya-News7 Bureau | March 27, 2019 IST

ଜଳେଶ୍ବର ୨୭|୩ : ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟିଲା କେମିକାଲ ବୋଝେଇ ଟ୍ୟାଙ୍କର । ୬୦ ନମ୍ବର ଜାତୀୟ ରାଜପଥ ଜଳେଶ୍ବର ଜମାଳପୁର  ବାଇପାସ୍ ନିକଟରେ  ଓଲଟିଲା ଗାଡି । ଗାଡି ଓଲଟିବା ପରେ ଗାଡିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.