ବସ ଟାୟାରରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
19/10/2018 at 10:26 AM

କେନ୍ଦୁଝର ୧୯/୧୦ : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ବଜାରରେ ଆଜି ସକାଳେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ ଜଣ ଯାତ୍ରୀ। ମୟୁରଭଞ୍ଜ ଝରଡ଼ିହିରୁ OR-11-J 4415 ନମ୍ବର ବିଶିଷ୍ଟ ଝୁନା ନାମକ ଏକ ଯାତ୍ରୀ ବାହୀ ଵସ କେନ୍ଦୁଝର ପଟକୁ ଯାଇଥିବା ସମୟରେ ବାମ ପଟ ଚକରେ କୌଣସି କାରଣ ଯୋଗୁଁ ନିଆଁ ଲାଗିଯାଇଥିଲା । ଧୁଆଁ ବାହାରିବା ଦେଖି ସମସ୍ତ ଯାତ୍ରୀ ଗାଡିରୁ ଵାହାରକୁ ଚାଲି ଆସିଥିଲେ ସ୍ଥାନୀୟ ଲୋକଙ୍କ ଦ୍ୱାରା ନିଆଁକୁ ଲିଭାଯାଇଥିଲା।
Related Posts
ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍
25 May 2022
ବୁଡି ଯାଉଥିଲେ ମାଲିକ, ପାଣିକୁ ଡେଇଁପଡିଲା କୁକୁର
25 May 2022