ବୌଦ୍ଧ ସେବାଶ୍ରମ ବିଦ୍ୟାଳୟରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଛାତ୍ରୀ
9/09/2018 at 5:54 PM

ବୌଦ୍ଧ ୯/୯ : ବୌଦ୍ଧ ସେବାଶ୍ରମ ବିଦ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଳ୍ପକେ ବର୍ତ୍ତିଲେ ୪୦ ଜଣ ଛାତ୍ରୀ । ବିଦ୍ୟୁତ୍ ସର୍ଟସାର୍କିଟ ଯୋଗୁଁ ଘଟିଥିବା ଏହି ଅଗ୍ନିକାଣ୍ଡରେ ଛାତ୍ରୀଙ୍କ ବହିପତ୍ର ଠାରୁ ଆରମ୍ଭ କରି ପୋଷାକପତ୍ର ଏବଂ ଆସବାବ ପତ୍ର ଜଳିପୋଡି ପାଉଶ । ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥତ୍ବାବଳେ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଲରେ ପହଂଚି ନିଆଁକୁ ଆୟତ୍ତ କରିଥିବା ଜଣାପଡଛି ।
Related Posts
ନିଖୋଜର ୨ଦିନ ପରେ ମିଳିଲା ମୃତଦେହ, ହତ୍ୟା ନା ଆଉ କିଛି ?
13 April 2021