Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଶହଜାଦ ବାଗରେ ପ୍ଲାଷ୍ଟିକ ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ପହଞ୍ଚିଛି ଦମକଳ ବାହିନୀର ୯ଟି ଗାଡ଼ି

12/09/2020 at 12:20 PM

ନୂଆଦିଲ୍ଲୀ ୧୨/୦୯: ଦିଲ୍ଲୀର ଶହଜାଦ୍ ବାଗ୍ ଇଲାକା ସ୍ଥିତ ଏକ ପ୍ଲାଷ୍ଟିକ୍ ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବା ମାତ୍ରକେ ଏହାର ସୂଚନା ଦମକଳ ବାହିନୀଙ୍କୁ ଦିଆଯାଇଥିଲା। ଯାହା ପରେ ଦମକଳର ନଅଟି ଗାଡ଼ି ନିଆଁ ଲିଭାଇବକୁ ପ୍ରୟାସ କରୁଛନ୍ତି। ତେବେ ଏ ଘଟଣା ଗମ୍ଭୀର ରୂପ ନେଉଛି। ତେବେ କୌଣସି ଆହତ କି ମୃତକଙ୍କ ସୂଚନା ଏ ଯାଏଁ ମିଳି ନାହିଁ। ନିଆଁ କେମିତି ଲାଗିଲା ସେନେଇ ମଧ୍ୟ କିଛି ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ। ପୋଲିସ ଘଟଣାର ତଦନ୍ତ କରୁଛି। ତେବେ ଆଜି ସକାଳ ୯ଟା ୨୦ ମିନିଟରେ ଏହି ଘଟଣା ଘଟିଛି।

   Related Posts