ରାୟଗଡା ଜଗନ୍ନାଥ କପା ମିଲ୍ରେ ଅଗ୍ନିକାଣ୍ଡ
30/01/2019 at 12:29 PM

ରାୟଗଡା ୩୦|୧: ରାୟଗଡା କୁମୁଟିପେଣ୍ଠସ୍ଥିତ ଜଗନ୍ନାଥ କପା ମିଲ୍ ରେ ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର କପା ପୋଡି ନଷ୍ଟ ହୋଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡିନି । ନିଆଁ ଲିଭା କାର୍ଯ୍ୟରେ ରାୟଗଡା, କୋଲନରାର ୪ଟି ଦମକଳବାହିନୀ ନିୟୋଜତ ହୋଇଛନ୍ତି ।
Related Posts
ବ୍ରହ୍ମପୁର: ଠକେଇ ଅଭିଯୋଗରେ ଯୁବକ ଗିରଫ
18 January 2021