କେନ୍ଦ୍ରାପଡାରେ ଅଗ୍ନିକାଣ୍ଡରେ ଜଳିଗଲା ଦୋକାନ

Published By : Prameya-News7 Bureau | January 01, 2019 IST

କେନ୍ଦ୍ରାପଡା ୦୧।୦୧: କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ବଜାରରେ ଅଗ୍ନିକାଣ୍ଡ । ଗତ କାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଅନନ୍ତ ସାହାଣୀ ଙ୍କ ଗ୍ରୋସରୀ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଛି । ନୂଆ ବର୍ଷ କୁ ଦୃଷ୍ଟିରେ ରଖି ଦୋକାନରେ ମହାଯୁଦ ଥିବା ଲକ୍ଷାଧିକ ଟଙ୍କା ର ସଉଦା ପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଥିବାରୁ ନିଆଁ କୁ ଆୟତ କରାଯାଇ ପାରି ନ ଥିଲା | ତେବେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଥିବା ଅନୁମନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.