ପାରାଦୀପ IOCL ତେଲ ଡିପୋରେ ଅଗ୍ନିକାଣ୍ଡ, ଅଗ୍ନିଶମ ବାହିନୀର ନିଆଁ ଲିଭା ଜାରି

Published By : Prameya-News7 Bureau | September 19, 2021 IST

ପାରାଦୀପ ୧୯/୦୯: ତେଲ ଡିପୋରେ ନିଆଁ । ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି ।

wp:html /wp:html

ସୂଚନା ମୁତାବିକ, ପାରାଦୀପ ବାଉରିଆପାଳନ୍ଦାରେ ଥିବା IOCL ଗ୍ୟାସ୍ ମାର୍କେଟିଂ ଟର୍ମିନାଲରେ ଅଗ୍ନିକାଣ୍ତ ଘଟିଛି। ଟର୍ମିନାଲରେ LPG ଗ୍ୟାସ୍ ଷ୍ଟକ୍ ଜଣାପଡିଛ। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ଟିମ୍ ଉଦ୍ୟମ ଜାରି ରଖିଛି । ତେବେ କେଉଁ କାରଣ ଅଗ୍ନିକାଣ୍ଡ ଘଟିଛି ତାହା ଜଣାପଡି ନାହିଁ। ଘଟଣାସ୍ଥଳରେ ସ୍ଥାନୀୟ ଆଇଓସିଏଲ ଅଧିକାରୀ ପହଞ୍ଚି ଥିବା ସୂଚନା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.