Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

କୋଲକାତାର ଏକ କୋଠାରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ୬ଟି ଦମକଳ ନିୟୋଜିତ

10/08/2020 at 6:18 PM

କୋଲକାତା ୧୦/୦୮ : କୋଲକାତା ପୁଲକ ଷ୍ଟ୍ରିଟରେ ଥିବା ଏକ କୋଠାରେ ଭୀଷଣ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି | ନିଆଁ ଲାଗିଥିବା ସୂଚନା ପାଇ ୬ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି | ଘଟଣାରେ କେହି ମୃତାହତ ହୋଇଥିବା ଖବର ଏବେ ସୁଦ୍ଧା ସାମ୍ନାକୁ ଆସିନାହିଁ | ତେବେ କାରଣରୁ କୋଠାରେ ନିଆଁ ଲାଗିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ | ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି | ନିଆଁ ଯୋଗୁଁ ପୁରା ଅଞ୍ଚଳରେ ଧୂଆଁ ଖେଳିଯାଇଛି |

   Related Posts