ଦିଲ୍ଲୀ ଏମ୍ସରେ ନିଆଁ
24/03/2019 at 6:24 PM

ଦିଲ୍ଲୀ ୨୪/୩ : ଦିଲ୍ଲୀ ଏମ୍ସ ହସ୍ପିଟାଲରେ ନିଆଁ ଲାଗିଛି | ଏମ୍ସ ହସ୍ପିଟାଲ ଟ୍ରଉମା କେୟାର ସେଣ୍ଟରରେ ନିଆଁ ଲାଗିଛି | ଅପରେସନ ଥିଏଟରରୁ ନିଆଁ ଲାଗି ଟ୍ରଉମା କେୟାର ସେଣ୍ଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା | ହସ୍ପିଟାଲରେ ନିଆଁ ଲାଗିଥିବା ଖବରପାଇ ୫ଟି ଦମକଳ ବାହିନୀ ତୁରନ୍ତ ହସ୍ପିଟାଲରେ ପହଂଚିଥିଲେ | ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି | ଏବେ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ଆସିନାହିଁ |

Related Posts
ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ
18 January 2021