Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଦିଲ୍ଲୀ ଏମ୍ସରେ ନିଆଁ

24/03/2019 at 6:24 PM

ଦିଲ୍ଲୀ ୨୪/୩ : ଦିଲ୍ଲୀ ଏମ୍ସ ହସ୍ପିଟାଲରେ ନିଆଁ ଲାଗିଛି | ଏମ୍ସ ହସ୍ପିଟାଲ ଟ୍ରଉମା କେୟାର ସେଣ୍ଟରରେ ନିଆଁ ଲାଗିଛି | ଅପରେସନ ଥିଏଟରରୁ ନିଆଁ ଲାଗି ଟ୍ରଉମା କେୟାର ସେଣ୍ଟର ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା | ହସ୍ପିଟାଲରେ ନିଆଁ ଲାଗିଥିବା ଖବରପାଇ ୫ଟି ଦମକଳ ବାହିନୀ ତୁରନ୍ତ ହସ୍ପିଟାଲରେ ପହଂଚିଥିଲେ | ଦମକଳ ବାହିନୀ ନିଆଁ ଲିଭା କାର୍ଯ୍ୟ ଜାରି ରଖିଛି | ଏବେ ପର୍ଯ୍ୟନ୍ତ କୌଣସି ମୃତାହତ ଖବର ଆସିନାହିଁ |

   Related Posts