ମୁମ୍ବାଇର ୱର୍ଲି ପ୍ରଭାଦେବୀ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ
ଦକ୍ଷିଣ ମୁମ୍ବାଇର ବ୍ୟୁମୁଣ୍ଡେ ଟାୱାରର ୩୩ ତମ ମହଲରେ ନିଆଁ ଲାଗିଛି …
ଆପାର୍ଟମେଣ୍ଟରୁ ୧୦୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି …
ଅଗ୍ନିକାଣ୍ଡକୁ ଲେଭେଲ-୨ ଅଗ୍ନିକାଣ୍ଡ ଘୋଷଣା କରାଯାଇଛି …