Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା: ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ

26/09/2020 at 5:29 PM

ମୁମ୍ବାଇ ୨୬/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ କର୍ଣ୍ଣାଟକର ତୁମ୍କୁର କୋର୍ଟରେ ଅପରାଧିକ ମାମଲା ଦାୟର କରାଯାଇଛି । କଙ୍ଗନା ରାଣାଓତଙ୍କ ବିରୋଧରେ ଚାଷୀଙ୍କୁ ଅପମାନିତ କରିଥିବା ଅଭିଯୋଗ ହୋଇଛି । ଦାଖଲ ହୋଇଥିବା ମାମଲାରେ କୁହାଯାଇଛି ଯେ କଙ୍ଗନା ରଣାୱତ ଟ୍ୱିଟ୍ କରି କୃଷି ବିଲକୁ ବିରୋଧ କରୁଥିବା ଚାଷୀଙ୍କୁ ଅପମାନିତ କରିଛନ୍ତି । ଏହି ଟ୍ୱିଟକୁ ନେଇ କୃଷକମାନେ ମଧ୍ୟ ଅନେକ ସ୍ଥାନରେ ବିରୋଧ କରିଥିଲେ । ପରେ କଙ୍ଗନା ରଣାୱତ କହିଛନ୍ତି ଯେ ସେ ଚାଷୀଙ୍କୁ ଅପମାନିତ କରିନାହାଁନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ କୃଷି ବିଲ୍ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ବିରୋଧ କରୁଛନ୍ତି । ଏହି କୃଷି ବିଲ୍ ବିରୋଧରେ କୃଷକ ଏବଂ ରାଜନୈତିକ ସଂଗଠନ ସେପ୍ଟେମ୍ବର ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିଲେ ।

କୃଷକମାନେ କୃଷି ବିଲକୁ ବିରୋଧ କରୁଛନ୍ତି କାରଣ ସେମାନେ ଅନୁଭବ କରୁଛନ୍ତି ଯେ ନୂଆ ବିଧେୟକ ଦ୍ୱାରା ମଣ୍ଡି ବ୍ୟବସ୍ଥାକୁ ଶେଷ ହୋଇଯିବ ଏବଂ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ବ୍ୟବସ୍ଥା ମଧ୍ୟ ଶେଷ ହୋଇଯିବ ।

   Related Posts