କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ: ମୁଖ୍ୟମନ୍ତ୍ରୀଙ୍କୁ ଅସଭ୍ୟ ଭାଷା କହିଥିବା ଅଭିଯୋଗ
10/09/2020 at 3:25 PM

ମୁମ୍ବାଇ ୧୦/୦୯ : କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ ମାମଲା ରୁଜ୍ଜୁ ହୋଇଛି | ଉଦ୍ଧବ ଠାକରେଙ୍କୁ ଗତ ଦୁଇ ଦିନ ହେଲା କଙ୍ଗନା ଟାର୍ଗେଟ କରିଛନ୍ତି | ପ୍ରଥମେ ଟ୍ୱିଟ ଓ ପରେ ଭିଡିଓ ଜାରି କରି ଉଦ୍ଧବ ଠାକରେଙ୍କ ଗର୍ବ ଭାଙ୍ଗିବା ନେଇ ବୟାନ ଦେଇଥିଲେ |
Related Posts
ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ କୋଟିରେ ଦାନ କଲେ ଗୌତମ ଗମ୍ଭୀର
21 January 2021