Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଚପଲ ଏବଂ ସ୍ୟାଣ୍ଡଲ୍ ପିନ୍ଧି ବାଇକ୍ ଚଲାଇଲେ ଦେବାକୁ ପଡ଼ିବ ଜୋରିମାନା : ଦ୍ବିତୀୟ ଥର ଧରା ପଡ଼ିଲେ ଜେଲ୍

7/09/2019 at 12:21 PM

ନୂଆଦିଲ୍ଲୀ ୭/୯: ନୂତନ ଟ୍ରାଫିକ୍ ନିୟମ ଅନୁସାରେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିବା ଦ୍ବାରା ଜୋରିମାନା ଦେବାକୁ ପଡ଼ୁଛି। ଏହି ଜୋରିମାନାର ପରିମାଣ ବଢ଼ି ଯାଇଛି। ଚପଲ କିମ୍ବା ସ୍ୟାଣ୍ଡଲ ପିନ୍ଧି ଗିୟର ଥିବା ଦୁଇଚକିଆ ଯାନ ଚଲାଇବା ଟ୍ରାଫିକ ନିୟମର ଉଲ୍ଲଙ୍ଘନ ହୋଇଥାଏ। ଏହି ନିୟମ ବହୁତ ପୁରୁଣା ମଧ୍ୟ।

ଟ୍ରାଫିକ ବିଭାଗର ଅଧିକାରୀଙ୍କ କହିବାନୁସାରେ ଏହି ନିୟମ ପୁରୁଣା କିନ୍ତୁ ଏହାକୁ କଡ଼ାକଡ଼ିଭାବେ ପାଳନ କରାଯାଉ ନଥିଲା। ନୂତନ ନିୟମ ଆସିବା ପରେ ଚପଲ କିମ୍ବା ସ୍ୟାଣ୍ଡଲ ପିନ୍ଧି ବାଇକ୍ ଚଲାଇଲେ ଚାଲାଣ କଟାଯିବ।

ଏହି ନିୟମ ଏବେ କଡ଼ାକଡ଼ିଭାବେ ପାଳନ କରାଯିବ। ଚପଲ ଏବଂ ସ୍ୟାଣ୍ଡଲ ପିନ୍ଧି ବାଇକ୍ ଚଲାଇଲେ ବାଇକ୍ ଚଳାଉଥିବା ବ୍ୟକ୍ତିଙ୍କର ଚାଲାଣ କଟାଯିବ ଏବଂ ଜୋରିମାନା ଆଦାୟ କରାଯିବ। ବିରୋଧୀମାନେ ଏହି ଆକ୍ଟକୁ ନେଇ ସରକାରଙ୍କୁ ଘେରିଛନ୍ତି।

   Related Posts