Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ହ୍ବାଟ୍ସଆପରେ ଆପଣଙ୍କ ପାର୍ଟନର କାହା ସହ ଚାର୍ଟ କରୁଛନ୍ତି ଜାଣିବାକୁ ଚାହାନ୍ତି କି? କରନ୍ତୁ ଏମିତି

5/10/2019 at 12:47 PM

ହ୍ବାଟ୍ସଆପରେ ନିଜ ପାର୍ଟନର ଅନ୍‌ଲାଇନ ଥାଇ ମଧ୍ୟ ମେସେଜ ନକରି ଅନ୍ୟ କାହା ସହ କଥା ହେବା ବିଷୟରେ ଜାଣିବା ପାଇଁ ଚାହିଁଲେ କରନ୍ତୁ ଏହି ଉପାୟ। ହ୍ବାଟ୍ସଆପରେ କାହାକୁ ଅଧିକ ମେସେଜ କରାଯାଉଛି ଏହି ୫ଟି ଉପାୟ ଦ୍ବାରା ଜାଣିପାରିବେ।

୧- ସର୍ବପ୍ରଥମେ ନିଜ ପିସିରେ ହ୍ବାଟ୍ସଆପ ୱେବ ଖୋଲିବା ଦରକାର। ହେଲେ ଏହା କରିବା ସମୟରେ ବ୍ୟକ୍ତିଙ୍କ ଫୋନ୍‌ ପାଖରେ ରହିବା ଜରୁରୀ। ଫୋନ ଦ୍ବାରା ହ୍ବାଟ୍ସଆପ ପିସିରେ ଲଗଇନ ହେବା ପରେ ସବୁ ଜିନିଷରେ ନଜର ରଖିହେବ।

୨- ତେଣୁ ଲଗଇନ କରିବା ପାଇଁ କମ୍ପ୍ୟୁଟର ସ୍କ୍ରିନରେ କ୍ୟୁଆର କୋଡ ଆସିବ।

୩- ଏହି କୋଡକୁ ସ୍କାନ କରିବା ପାଇଁ ଅପସନ ଆସିବ।

୪- ଏହା ଅପନ ହେବା ପରେ ପିସିରେ ଫୋନର ଚ୍ୟାଟ ଦେଖାଯିବ।

୫- ଯଦି ସବୁବେଳେ ଏହି ହ୍ବାଟ୍ସଆପ  ଆକାଉଣ୍ଟରେ ନଜର ରଖିବାକୁ ଚାହିଁବେ ତାହାଲେ କିପ୍‌ ମି ଲଗ୍ଡ ଇନ୍‌ ବିକଳ୍ପ ସିଲେକ୍ଟ କରିଲେ ଏହା ବନ୍ଦ ହେବ ନାହିଁ।

   Related Posts