ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ଦିନ ୧୧ଟାରେ ଉପସ୍ଥାପନ କରିବେ ବଜେଟ୍
1/02/2020 at 9:28 AM

ନୂଆଦିଲ୍ଳୀ୩୧/୧: ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଅର୍ଥ ନିର୍ମଳା ସୀତାରମଣ। ଦିନ ୧୧ଟାରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଏହି ବଜେଟ୍କୁ ନେଇ ଯୁବକ, ମଧ୍ୟମ ବର୍ଗ ଓ ସାଧାରଣ ଲୋକମାନେ ବେଶ ଆଶାବାଦୀ ଅଛନ୍ତି।
ବଜେଟ୍ ଅଧିବେଶନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି ଯେ ସବକା ବିକାଶ ତାଙ୍କର ମୂଳ ଲକ୍ଷ୍ୟ। ତେଣୁ ଚଳିତ ବଜେଟ୍ ସମସ୍ତଙ୍କ ପାଇଁ ବେଶ ଲାଭଦାୟକ ହେବ।