ବଜେଟ୍: ପଛୁଆ ବର୍ଗ ଛାତ୍ରଙ୍କ ପାଇଁ ଅନଲାଇନ ଡିଗ୍ରୀର ବ୍ୟବସ୍ଥା

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ୧/୨: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। କେଉଁ କେଉଁ କ୍ଷେତ୍ରକୁ ସରକାର ଦୃଷ୍ଟି ଆକର୍ଷଣ କରିବେ ସେହି ସଂପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି।

wp:list
  • ଶିକ୍ଷା ବ୍ୟବସ୍ଥାରେ ଅଧିକ ଅର୍ଥ ଆବଶ୍ୟକତା ରହିଛି
  • ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଭାରତ
  • ଜିଲ୍ଳା ହସ୍ପିଟାଲରେ ମେଡିକାଲ ୟୁନିଭର୍ସିଟି ପ୍ରସ୍ତାବ।
  • ଜଳ ଯୋଜନା ମିଶନ ପାଇଁ ଖର୍ଚ୍ଚ ହେବ 3.୬ ଲକ୍ଷ କୋଟି
  • ନ୍ୟାସନାଲ ୟୁନିଭର୍ସିଟି ପ୍ରସ୍ତାବ
  • ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବାର ଲକ୍ଷ୍ୟ
  • ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯିବ।
  • ଶିକ୍ଷା କ୍ଷେତ୍ରରେ ୯୯୩୦୦ କୋଟି ହେବ ଖର୍ଚ୍ଚ
  • ମୋବାଇଲ ଉପକରଣ ପ୍ରସ୍ତୁତି ଉପରେ ଦିଆଯିବ ପୋକ୍‌ସ
  • ଲୁଣି ପାଣିର ଟ୍ରିଟମେଣ୍ଟ କରାଯିବ
  •  ପଛୁଆ ବର୍ଗ ଛାତ୍ରଙ୍କ ପାଇଁ ଅନଲାଇନ ଡିଗ୍ରୀର ବ୍ୟବସ୍ଥା
  • ଇନଭେଷ୍ଟମେଣ୍ଟ କ୍ଲିରାନ୍ସ ସେଲ ଗଠନ ହେବ
  • ଆୟୁଷ୍ମାନ ଯୋଜନାରେ ୨୦ ହଜାର ହସ୍ପିଟାଲ ସାମିଲ
  • ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ହେବ।
  • ୫୫୦ ରେଳଷ୍ଟେସନରେ wi-fi  ବ୍ୟବସ୍ଥା ହେବ।
  • ମାନବ ବିହୀନ ଲେଭଲ କ୍ରସିଂ ରହିବ ନାହିଁ।
  • ୨୦୨୪ ସୁଦ୍ଧା ସବୁ ଜିଲ୍ଳା ଜନଔଷଧି କେନ୍ଦ୍ର ହେବ
  • କୌଶଳ ଯୋଜନା ପାଇଁ ୩ ହଜାର କୋଟି
  • ନାସନାଲ ଲଜିଷ୍ଟିକ ପଲିସି ଆରମ୍ଭ ହେବ
  • ମିଶନ ଇନ୍ଦୁ ଧନୁଷ ଯୋଜନାର ବିସ୍ତାର କରାଯିବ।
  • ଖୁବ ଶୀଘ୍ର ନୂଆ ଶିକ୍ଷା ନୀତି ଆଣାଯିବ।
  • 2୭ ହଜାର କିଲୋମିଟର ରେଳ ପଥରେ ହେବ ବିଦ୍ୟୁତକରଣ
  • ତେଜସ୍ ଭଳି ଟ୍ରେନ ଯୋଗେ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ ହେବ
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.