Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବଜେଟ୍: ପଛୁଆ ବର୍ଗ ଛାତ୍ରଙ୍କ ପାଇଁ ଅନଲାଇନ ଡିଗ୍ରୀର ବ୍ୟବସ୍ଥା

1/02/2020 at 11:51 AM

ନୂଆଦିଲ୍ଲୀ୧/୨: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଅଭିଭାଷଣ ରଖିଛନ୍ତି। କେଉଁ କେଉଁ କ୍ଷେତ୍ରକୁ ସରକାର ଦୃଷ୍ଟି ଆକର୍ଷଣ କରିବେ ସେହି ସଂପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି।

  • ଶିକ୍ଷା ବ୍ୟବସ୍ଥାରେ ଅଧିକ ଅର୍ଥ ଆବଶ୍ୟକତା ରହିଛି
  • ୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ହେବ ଭାରତ
  • ଜିଲ୍ଳା ହସ୍ପିଟାଲରେ ମେଡିକାଲ ୟୁନିଭର୍ସିଟି ପ୍ରସ୍ତାବ।
  • ଜଳ ଯୋଜନା ମିଶନ ପାଇଁ ଖର୍ଚ୍ଚ ହେବ 3.୬ ଲକ୍ଷ କୋଟି
  • ନ୍ୟାସନାଲ ୟୁନିଭର୍ସିଟି ପ୍ରସ୍ତାବ
  • ପ୍ରତି ଘରକୁ ବିଶୁଦ୍ଧ ପାଣି ଯୋଗାଇବାର ଲକ୍ଷ୍ୟ
  • ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ପ୍ରାଧାନ୍ୟ ଦିଆଯିବ।
  • ଶିକ୍ଷା କ୍ଷେତ୍ରରେ ୯୯୩୦୦ କୋଟି ହେବ ଖର୍ଚ୍ଚ
  • ମୋବାଇଲ ଉପକରଣ ପ୍ରସ୍ତୁତି ଉପରେ ଦିଆଯିବ ପୋକ୍‌ସ
  • ଲୁଣି ପାଣିର ଟ୍ରିଟମେଣ୍ଟ କରାଯିବ
  •  ପଛୁଆ ବର୍ଗ ଛାତ୍ରଙ୍କ ପାଇଁ ଅନଲାଇନ ଡିଗ୍ରୀର ବ୍ୟବସ୍ଥା
  • ଇନଭେଷ୍ଟମେଣ୍ଟ କ୍ଲିରାନ୍ସ ସେଲ ଗଠନ ହେବ
  • ଆୟୁଷ୍ମାନ ଯୋଜନାରେ ୨୦ ହଜାର ହସ୍ପିଟାଲ ସାମିଲ
  • ଶିକ୍ଷା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ହେବ।
  • ୫୫୦ ରେଳଷ୍ଟେସନରେ wi-fi  ବ୍ୟବସ୍ଥା ହେବ।
  • ମାନବ ବିହୀନ ଲେଭଲ କ୍ରସିଂ ରହିବ ନାହିଁ।
  • ୨୦୨୪ ସୁଦ୍ଧା ସବୁ ଜିଲ୍ଳା ଜନଔଷଧି କେନ୍ଦ୍ର ହେବ
  • କୌଶଳ ଯୋଜନା ପାଇଁ ୩ ହଜାର କୋଟି
  • ନାସନାଲ ଲଜିଷ୍ଟିକ ପଲିସି ଆରମ୍ଭ ହେବ
  • ମିଶନ ଇନ୍ଦୁ ଧନୁଷ ଯୋଜନାର ବିସ୍ତାର କରାଯିବ।
  • ଖୁବ ଶୀଘ୍ର ନୂଆ ଶିକ୍ଷା ନୀତି ଆଣାଯିବ।
  • 2୭ ହଜାର କିଲୋମିଟର ରେଳ ପଥରେ ହେବ ବିଦ୍ୟୁତକରଣ
  • ତେଜସ୍ ଭଳି ଟ୍ରେନ ଯୋଗେ ପର୍ଯ୍ୟଟନସ୍ଥଳୀକୁ ସଂଯୋଗ ହେବ

   Related Posts