Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସର ଅପରେସନ୍ ହାଇଦର : ଚଢାଉ ଜୋରଦାର, ବିଭିନ୍ନ ସ୍ଥାନରେ ଲାଗିଲା ପୋଷ୍ଟର
  • ||
  • ମଙ୍ଗଳବାରଠୁ ଲଗାତାର ୬ ଦିନ ବନ୍ଦ ରହିବ ବ୍ୟାଙ୍କ: ସୋମବାର ସାରି ଦିଅନ୍ତୁ ବ୍ୟାଙ୍କ କାମ
  • ||
  • SCBରୁ ଗ୍ୟାଙ୍ଗଷ୍ଟାର ହାଇଦର୍‌ ଫେରାର ଘଟଣା, ୬ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଭଦ୍ରକ : ବସକୁ ପିଟିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଚଣ୍ଡିଖୋଲ : ଧକ୍କା ଦେଲା ଟ୍ରକ୍, ଜୀବନ ହାରିଲେ ସ୍ୱାମୀ-ସ୍ତ୍ରୀ, ଝିଅ ଗୁରୁତର
  • ||
  • ମାନିଲେନି କଟକଣା : ଭୁବନେଶ୍ୱର ୪ ନମ୍ୱର ମାର୍କେଟରେ ପୋଲିସର ଚଢାଉ, ଫାଇନ ଦେଲେ ଦୋକାନୀ
  • ||
  • ବଡ଼ବିଲ : ଅଗ୍ନିକାଣ୍ଡରେ ଜଳିଗଲା ୪ଟି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||
  • ଓଡିଶାରେ ସାଙ୍ଘାତିକ ସ୍ଥିତିରେ କରୋନା, ୨୪ ଘଣ୍ଟାରେ ୧୩୭୯ ପଜିଟିଭ୍ ଚିହ୍ନଟ
  • ||
  • ତାତିରୁ ମିଳିଛି ତ୍ରାହି, ୧୪ ଯାଏଁ କାଳବୈଶାଖି ବର୍ଷା ସମ୍ଭାବନା
  • ||

ବଜେଟ୍‌: ମହିଳା କଲ୍ୟାଣ ଯୋଜନା ପାଇଁ ୨୮,୬୦୦ କୋଟି…

1/02/2020 at 12:18 PM

ନୂଆଦିଲ୍ଲୀ୧/୨: ସଂସଦରେ ଲୋକାଭିମୁଖୀ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ।

  • ରାଞ୍ଚିରେ ଆଦିବାସୀ ସଂଗ୍ରାହାଳୟ ସ୍ଥାପନ ପ୍ରସ୍ତାବ
  • 4 ସଂଗ୍ରାହାଳୟର ନବୀକରଣ କରାଯିବ
  • ୫ ପ୍ରାଚୀନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ କରାଯିବ
  • ସାଇବର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ
  • ପୃଷ୍ଟିକର ଆହାର ଯୋଜନାରେ ୩୫ କୋଟି
  • ୨୦ ଲକ୍ଷ କୃଷକଙ୍କୁ ଦିଆଯିବ ସୋଲାର ପମ୍ପ
  • ପାଇପ୍ ପାଣି ପାଇଁ ୩ ଲକ୍ଷ ୬୦ ହଜାର କୋଟି ବ୍ୟବସ୍ଥା
  • ରାଜ୍ୟ ସହ ମିଶିବ ପିପିପି ମୋଡ୍‌ ସ୍ମାର୍ଟ ସିଟି
  • ଉପକୂଳ ଅଞ୍ଚଳରେ ୨ ହଜାର କିଲୋମିଟର ରାସ୍ତା
  • ମୁମ୍ବାଇ- ଅହମଦାବାଦ ମଧ୍ୟରେ ହାଇସ୍ପିଡ୍‌ ଟ୍ରେନ
  • ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ପାଇଁ ୯୫୦୦ କୋଟି
  • ସଂସ୍କୃତି ମନ୍ତ୍ରାଳୟ  ଲାଗି ୩୧୫୦ କୋଟି
  • ସଂସ୍କୃତିକୁ ପ୍ରାଧନ୍ୟ ଦେବେ ଡିମ୍ଡ ୟୁନିଭର୍ସିଟି
  • ମହିଳାଙ୍କ ସହ ଜଡିତ ଯୋଜନା ପାଇଁ ୨୮୬୦୦ କୋଟି ପ୍ରସ୍ତାବ
  • ୬ ଲକ୍ଷ ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ମୋବାଇଲ ଫୋନ୍‌
  • ୧୦ କୋଟି ପରିବାରରେ ପୋଷଣ ସ୍ତର ବୃଦ୍ଧି ହୋଇଛି।
  • ସ୍କୁଲରେ ଛାତ୍ରଙ୍କ ଉପସ୍ଥାନ ବଢ଼ିଛି

   Related Posts