ବଜେଟ୍‌: ମହିଳା କଲ୍ୟାଣ ଯୋଜନା ପାଇଁ ୨୮,୬୦୦ କୋଟି...

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ୧/୨: ସଂସଦରେ ଲୋକାଭିମୁଖୀ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ।

wp:list
  • ରାଞ୍ଚିରେ ଆଦିବାସୀ ସଂଗ୍ରାହାଳୟ ସ୍ଥାପନ ପ୍ରସ୍ତାବ
  • 4 ସଂଗ୍ରାହାଳୟର ନବୀକରଣ କରାଯିବ
  • ୫ ପ୍ରାଚୀନ ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀ କରାଯିବ
  • ସାଇବର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବ
  • ପୃଷ୍ଟିକର ଆହାର ଯୋଜନାରେ ୩୫ କୋଟି
  • ୨୦ ଲକ୍ଷ କୃଷକଙ୍କୁ ଦିଆଯିବ ସୋଲାର ପମ୍ପ
  • ପାଇପ୍ ପାଣି ପାଇଁ ୩ ଲକ୍ଷ ୬୦ ହଜାର କୋଟି ବ୍ୟବସ୍ଥା
  • ରାଜ୍ୟ ସହ ମିଶିବ ପିପିପି ମୋଡ୍‌ ସ୍ମାର୍ଟ ସିଟି
  • ଉପକୂଳ ଅଞ୍ଚଳରେ ୨ ହଜାର କିଲୋମିଟର ରାସ୍ତା
  • ମୁମ୍ବାଇ- ଅହମଦାବାଦ ମଧ୍ୟରେ ହାଇସ୍ପିଡ୍‌ ଟ୍ରେନ
  • ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ସାମାଜିକ ସୁରକ୍ଷା ପାଇଁ ୯୫୦୦ କୋଟି
  • ସଂସ୍କୃତି ମନ୍ତ୍ରାଳୟ  ଲାଗି ୩୧୫୦ କୋଟି
  • ସଂସ୍କୃତିକୁ ପ୍ରାଧନ୍ୟ ଦେବେ ଡିମ୍ଡ ୟୁନିଭର୍ସିଟି
  • ମହିଳାଙ୍କ ସହ ଜଡିତ ଯୋଜନା ପାଇଁ ୨୮୬୦୦ କୋଟି ପ୍ରସ୍ତାବ
  • ୬ ଲକ୍ଷ ଅଙ୍ଗନଓ୍ବାଡି କର୍ମୀଙ୍କ ପାଇଁ ମୋବାଇଲ ଫୋନ୍‌
  • ୧୦ କୋଟି ପରିବାରରେ ପୋଷଣ ସ୍ତର ବୃଦ୍ଧି ହୋଇଛି।
  • ସ୍କୁଲରେ ଛାତ୍ରଙ୍କ ଉପସ୍ଥାନ ବଢ଼ିଛି
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.