ବଜେଟ୍‌: କୃଷକଙ୍କ ପାଇଁ ବଡ଼ ଘୋଷଣା

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ୧/୧:  ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ପେଶ୍‌ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

wp:list
  • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରାଯିବ।
  • ୧୧ କୋଟି କୃଷକଙ୍କୁ ଯୋଗାଇ ଦିଆଯିବ ଫସଲ ବୀମା ଯୋଜନା।
  • ଚାଷ ଜମି, ମତ୍ସ୍ୟା ପାଳନ ନିମନ୍ତେ ଆର୍ଥିକ ସହୟତା ଯୋଗାଇ ଦିଆଯିବ।
  • ଚାଷ ଜମିରେ ଜଳସେଚନ ପାଇଁ ସୁବିଧା ଯୋଗାଇ ଦିଆଯିବ
  • ପିଏମ୍‌ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ।
  • ମହିଳାଙ୍କ ପାଇଁ ଧନ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯିବ।
  • କୃଷି ବିମାନ ସେବା ଆରମ୍ଭ କରାଯିବ।
  • କୃଷକଙ୍କ ପାଇଁ  ଋଣ ସୁବିଧା କରାଯିବ।
  • ୨୦୨୩ ସୁଦ୍ଧା ୨୦୦ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ କରାଯିବାର  ଲକ୍ଷ୍ୟ ରହିଛି।
  • ଇନ୍ଦ୍ରଧନୁଷ ମିଶନର ବିସ୍ତାର କରାଯିବ।
/wp:list

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.