Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବଜେଟ୍‌: କୃଷକଙ୍କ ପାଇଁ ବଡ଼ ଘୋଷଣା

1/02/2020 at 12:54 PM

ନୂଆଦିଲ୍ଲୀ୧/୧:  ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ୍ ପେଶ୍‌ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କୃଷକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।

  • ୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ଗୁଣ କରାଯିବ।
  • ୧୧ କୋଟି କୃଷକଙ୍କୁ ଯୋଗାଇ ଦିଆଯିବ ଫସଲ ବୀମା ଯୋଜନା।
  • ଚାଷ ଜମି, ମତ୍ସ୍ୟା ପାଳନ ନିମନ୍ତେ ଆର୍ଥିକ ସହୟତା ଯୋଗାଇ ଦିଆଯିବ।
  • ଚାଷ ଜମିରେ ଜଳସେଚନ ପାଇଁ ସୁବିଧା ଯୋଗାଇ ଦିଆଯିବ
  • ପିଏମ୍‌ କୁସୁମ ଯୋଜନାରେ ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଯୋଗାଇ ଦିଆଯିବ।
  • ମହିଳାଙ୍କ ପାଇଁ ଧନ ଲକ୍ଷ୍ମୀ ଯୋଜନା ଆରମ୍ଭ କରାଯିବ।
  • କୃଷି ବିମାନ ସେବା ଆରମ୍ଭ କରାଯିବ।
  • କୃଷକଙ୍କ ପାଇଁ  ଋଣ ସୁବିଧା କରାଯିବ।
  • ୨୦୨୩ ସୁଦ୍ଧା ୨୦୦ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ କରାଯିବାର  ଲକ୍ଷ୍ୟ ରହିଛି।
  • ଇନ୍ଦ୍ରଧନୁଷ ମିଶନର ବିସ୍ତାର କରାଯିବ।

   Related Posts