ଗମନା ଗମନ ସୁବିଧା ପାଇଁ ଦିଲ୍ଲୀରୁ ପଲ୍ଲୀ ଲମ୍ବିଛି ଯୋଜନା

Published By : Prameya-News7 Bureau | July 31, 2018 IST

ଗମନା ଗମନ ସୁବିଧା ପାଇଁ ଦିଲ୍ଲୀରୁ ପଲ୍ଲୀ ଲମ୍ବିଛି ଯୋଜନା । ପାଣି ଭଳି ଟଙ୍କା ଖର୍ଚ୍ଚ କୁରଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ଏ ସବୁ ଯୋଜନା ଯେମିତି କଟକ ଜିଲ୍ଲା ସାଲେପୁର ବ୍ଲକ ତେନ୍ତୋଳ ପଞ୍ଚାୟତର ୫ ଟି ମୌଜର ଲୋକଙ୍କ ପାଇଁ ଅପହଞ୍ଚ । ବାଉଁଶ ପୋଲ ଏଠି ପାଲଟିଛି ଲୋକଙ୍କ ସାହାରା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.