Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକପ୍ରିୟ ଅଭିନେତା ଅଜିତ୍ ନାରାୟଣ ଦାସ କରୋନା ପଜିଟିଭ୍

1/09/2020 at 3:14 PM

ଭୁବନେଶ୍ବର୧/୯: ଲୋକପ୍ରିୟ ଅଭିନେତା ଅଜିତ୍ ନାରାୟଣ ଦାସ କରୋନା ପଜିଟିଭ୍। ଗତକାଲି ରାତି ୨ ଘଟିକା ସମୟରେ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭୂତ ହେବାରୁ ତାଙ୍କ ଝିଅ ,ଓଡ଼ିଶା ମୋ ପରିବାରର ଆବାହକ ଶ୍ରୀ ଅରୂପ ପଟ୍ଟନାୟକ ଏବଂ ମାନ୍ୟବର ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡାଙ୍କୁ ଜଣାଇଥିଲେ । ଅଜିତଙ୍କୁ  ଭୁବନେଶ୍ୱର ସ୍ଥିତ ସମ୍ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବଂ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

   Related Posts