ହକି ମହାସମର : ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା, ଟିମ୍ ଇଣ୍ଡିଆର ଅଲମ୍ପିକ୍ସ ଯୋଗ୍ୟତା ହାସଲ
15/06/2019 at 10:05 AM

ଭୁବନେଶ୍ବର ୧୫|୬: ଏଫଆଇଏଚ ସିରିଜ ଫାଇନାଲ୍ସର ଫାଇନାଲରେ ଆଜି ଦକ୍ଷିଣ ଆଫ୍ରିକା ବନାମ ଭାରତ ଲଢ଼େଇ । ଉଭୟ ଦଳ ଶୁକ୍ରବାରର ସେମିଫାଇନାଲ୍ ଜିତି ଫାଇନାଲ୍ ରେ ପହଞ୍ଚିବା ସହ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରଥମ ସେମିଫାଇନାଲ୍ ରେ ଦକ୍ଷିଣ ଆଫ୍ରିକା ୨-୧ ଗୋଲ୍ ରେ ଆମେରିକାକୁ ପରାସ୍ତ କରିଥିଲା ବେଳେ ଭାରତ ୭-୨ ଗୋଲ୍ ରେ ଜାପାନ୍ କୁ ମାତ୍ ଦେଇଥିଲା ।
Related Posts
ବ୍ରିସବେନ୍ ଟେଷ୍ଟ୍ : ଲଞ୍ଚ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୧୪୯/୪
18 January 2021
ପିତାଙ୍କ ଅନ୍ତିମ ସଂସ୍କାରରେ ଭାଙ୍ଗି ପଡିଲେ ପାଣ୍ଡ୍ୟା ବ୍ରଦର୍ସ
17 January 2021