FIH ହକି ପ୍ରୋ ଲିଗ୍ : ଆଜି ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା

Published By : Prameya-News7 Bureau | January 19, 2020 IST

ଭୁବନେଶ୍ବର ୧୯।୧: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଛି FIH ପ୍ରୋ ଲିଗ୍ । ଆଜି ନେଦରଲ୍ୟାଣ୍ଡ ଓ ଭାରତ ମଧ୍ୟରେ ମୁକାବିଲା ହେବ । ଗତକାଲି ନେଦରଲ୍ୟାଣ୍ଡ ବିପକ୍ଷରେ ୫-୨ ଗୋଲ୍‌ରେ ଟିମ୍ ଇଣ୍ଡିଆର ବିଜୟ ହୋଇଥିଲା ।

{"id":213262,"sizeSlug":"large"}

ମ୍ୟାଚ୍ ଆରମ୍ଭରୁ ଭାରତ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା । ମ୍ୟାଚ୍ ଆରମ୍ଭର ମାତ୍ର ୧୩ ସେକେଣ୍ଡରେ ଭାରତ ପ୍ରଥମ ଗୋଲ୍ ଦେଇଥିଲା । ଏହାପରେ ନେଦରଲ୍ୟାଣ୍ଡ ଖେଳାଳିଙ୍କୁ ଚକମା ଦେଇ ଗୋଟିଏ ପରେ ଗୋଟିଏ ଗୋଲ୍ ସ୍କୋର କରିଥିଲେ ଭାରତୀୟ ଖେଳାଳି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.