Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚାଷ କାମ ବେଳେ ଗଣ୍ଡଗୋଳ: କୋଦାଳ ଚୋଟରେ ବାପ-ପୁଅ ଗୁରୁତର

9/08/2020 at 6:22 PM

ସାଲେପୁର୯/୮: ଚାଷ କାମ ନେଇ ନେଇ ଗଣ୍ଡଗୋଳ। ଚାଷ କାମ ସମୟରେ କୌଣସି କାରଣକୁ ନେଇ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।ଏଥିରେ ରାଗି ଜଳଧର ଓ ଓମ୍ ପ୍ରକାଶ କୋଦାଳରେ ଅନ୍ୟ ୨ ଜଣଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଯେଉଁ ୨ ଶିକାର ହୋଇଥିଲେ, ସେମାନେ ସଂପର୍କରେ ବାପ-ପୁଅ। ଏହି ବାପ-ପୁଅ ହେଲେ ବାବୁଲି ଜେନା ଏବଂ ବଳରାମ ଜେନା। କୋଦାଳ ଚୋଟରେ ଗୁରୁତର ବାପ-ପୁଅଙ୍କୁ ଏବେ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

   Related Posts