Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ନର୍ସିଂହୋମ୍‌ରେ ମହାଭାରତ: ରୋଗୀଙ୍କ ସଂପର୍କୀୟ ଓ କର୍ମଚାରୀଙ୍କ ମଧ୍ୟରେ ହାତାହାତି

16/10/2020 at 9:56 AM

ବୁର୍ଲା୧୬/୧୦: ଗୁରୁତରଙ୍କୁ ରୋଗୀଙ୍କୁ ଚିକିତ୍ସାରେ ବିଳମ୍ବ ହେବା ଯୋଗୁଁ ନର୍ସିଂହୋମ୍‌ର‌ ଭଙ୍ଗାରୁଜା ସହ କର୍ମଚାରୀଙ୍କୁ ମାଡ ମରାଯାଇଛି | ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମରେ ଏପରି ଘଟଣା ଘଟିଛି| ତେବେ ଏହି ଘଟଣାରେ ସମଲେଶ୍ବରୀ ନର୍ସିଂହୋମ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ମାଡପିଟ ଓ ଭଙ୍ଗାରୁଜା କରିଥିବା ୨ ଜଣଙ୍କୁ ଅଟକ ରଖି ପଚରଉଚୁରା ଜାରି ରଖିଛି ବୁର୍ଲା ପୋଲିସ | ତେବେ ଏସବୁ ଘଟଣା ନର୍ସିଂ ହୋମ୍ ସିସିଟିଭିରେ କଏଦ ହୋଇଛି |

ସେପଟେ କେବଳ ରୋଗୀ ସମ୍ପର୍କୀୟ ନୁହେଁ ନର୍ସିଂହୋମ୍ କର୍ମଚାରୀ ମଧ୍ଯ ମାଡପିଟ କରୁଥିବା ଅଭିଯୋଗ ହେବା ସହ ସିସିଟିଭିରେ କଏଦ ହୋଇଛି | ସୂଚନା ଅନୁସାରେ ପଡିଆବାହାଲ ଅଂଚଳର ଦେବୀଦତ୍ତ ମାଝୀ ବିଷ ପିଇ ଗୁରୁତର ଅବସ୍ଥାରେ ବୁର୍ଲା ସମଲେଶ୍ବରୀ ନର୍ସିଂ ହୋମକୁ ଆସିଥିଲେ | ତେବେ ତାଙ୍କର ଚିକିତ୍ସା ବିଳମ୍ବ ହେବାରୁ ତାଙ୍କ ସମ୍ପର୍କୀୟମାନେ ଉତ୍ଯକ୍ତ ହୋଇ ଭଙ୍ଗାରୁଜା କରିବା ସହ ମାଡପିଟ ଆରମ୍ଭ କରିଥିଲେ ବୋଲି ଥାନାରେ ଏତଲା ହୋଇଛି |

   Related Posts