Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବିଶ୍ୱକପର ଗ୍ରୁପ ଏଫ ମ୍ୟାଚରେ କଲମ୍ବିଆ ନକଆଉଟ ପର୍ଯ୍ୟାୟକୁ ଯାଇଛି

29/06/2018 at 6:41 AM

ବିଶ୍ୱକପର ଗ୍ରୁପ ଏଫ ମ୍ୟାଚରେ କଲମ୍ବିଆ ସେନେଗାଲକୁ ୧-୦ ଗୋଲରେ ପରାସ୍ତ କରି ନିଜର ଗ୍ରୁପର ପ୍ରଥମ ସ୍ଥାନରେ ରହି ନକଆଉଟ ପର୍ଯ୍ୟାୟକୁ ଯାଇଛି । କଲମ୍ବିଆ ପକ୍ଷରୁ ମିନା ମ୍ୟାଚର ଏକମାତ୍ର ଗୋଲ କରିଥିଲେ । ଏହି ଗ୍ରୁପର ଆଉ ଏକ ମ୍ୟାଚରେ ଜାପାନ ପୋଲାଣ୍ଡଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିଲେ ମଧ୍ୟ କ୍ୱାଲିଫାଇ କରିଯାଇଛି । ପୋଲାଣ୍ଡ ତରଫରୁ ବେଡନାରେକ ଗୋଲ କରିଥିଲେ । ତେବେ ପୋଲାଣ୍ଡ ପୂର୍ବରୁ ହିଁ ବିଶ୍ୱକପରୁ ବାଦ ପଡିସାରିଛି । ଗ୍ରୁପ-ଏଫରେ କଲମ୍ବିଆ ପ୍ରଥମ ସ୍ଥାନରେ ଥିବାବେଳେ ଜାପାନ ୨ୟ ସ୍ଥାନରେ ରହିଛି । ଫେୟାର ପ୍ଲେ ନିୟମ ଅନୁସାରେ ସେନେଗାଲ ଜାପାନ ତଳେ ରହିଛି ।

   Related Posts