ଆସନ୍ତା ମାର୍ଚ୍ଚ ୨୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ ୧୭ ବର୍ଷରୁ କମ ଫିଫା ବିଶ୍ବ କପ ମହିଳା ଫୁଟବଲ ଚାମ୍ପିୟନସିପର ମ୍ୟାଚ

Published By : Prameya-News7 Bureau | November 29, 2019 IST

ଭୁବନେଶ୍ୱର ୨୯।୧୧  ୨୦୨୦ ମାର୍ଚ୍ଚ ୨୬ ତାରିଖରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ୧୭ ବର୍ଷରୁ କମ ଫିଫା ବିଶ୍ବ କପ ମହିଳା ଫୁଟବଲ ଚାମ୍ପିୟନସିପର ଗୋଟିଏ ମ୍ୟାଚ୍ ଖେଳାଯିବ । କାତାର ଓ ଭାରତ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ । ପ୍ରଥମ ଥର ପାଇଁ ଭୁବନେଶ୍ବରରେ ହେଉଥିବା ଏହି ଚାମ୍ପିୟନସିପ ପାଇଁ ଫିଫାର ଏକ ଟିମ ପଡିଆ ପରିଦର୍ଶନ କରିବା ସହ ମ୍ୟାଚ  ପାଇଁ ଗ୍ରୀନ ସିଗନାଲ ଦେଇଛନ୍ତି । ଖାଲି ପଡିଆ ନୁହେଁ ଖେଳାଳିଙ୍କ ଅଭ୍ୟାସ ପାଇଁ ଥିବା ୫ ଟି ଗ୍ରାଉଣ୍ଡ ମଧ୍ୟ ବୁଲି ଦେଖିଥିଲେ ଫିଫା ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.