Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||

ଫେଭିକ୍ୱିକ ଦାଦିଙ୍କର ପରଲୋକ, ୮୫ ବର୍ଷରେ ଅଜୟ ଦେବଗନଙ୍କ ରେଡ୍‌ ସିନେମାରେ ପୁଷ୍ପା ଯୋଶୀ ବଲିଉଡ୍‌ରେ ଆରମ୍ଭ କରିଥିଲେ ଅଭିନୟ

29/11/2019 at 5:03 PM

ମୁମ୍ବାଇ – ଅଭିନେତ୍ରୀ ପୁଷ୍ପା ଯୋଶୀ ୮୫ ବର୍ଷ ବୟସରେ ବଲିଉଡ୍‌ରେ ପାଦ ଥାପିଥିଲେ । ଅଜୟ ଦେବଗନଙ୍କ ସିନେମା ବ୍ଲାକ୍‌ରେ ତାଙ୍କୁ ଦେଖିବାକୁ ମିଳିଥିଲା । ମଙ୍ଗଳବାରରେ ତାଙ୍କର ମୃତ୍ୟୁ ହୋଇଛି । ୮୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଟିଭିସିଏସ୍‌ରେ ସେ ଫେଭିକ୍ୱିକ ଦାଦି ଭାବେ ବେଶ୍‌ ଲୋକପ୍ରିୟ ।

ପୁଷ୍ପାଙ୍କ ମୃତ୍ୟୁରେ ଅନେକ ବଲିଉଡ୍‌ କଳାକାର ଓ ନିର୍ଦେଶକ ଶୋକବ୍ୟକ୍ତ କରିଛନ୍ତି । ପୁଷ୍ପାଙ୍କୁ ନେଇ ନିର୍ଦେଶକ ରାଜକୁମାର ଗୁପ୍ତା ଏକ ଟ୍ୱିଟ କରିଛନ୍ତି । ଯେଉଁଠି ବି ଥାଅ ପୁଷ୍ପା ତମେ ଏହି ପରି ହସ ଖୁସୀ ବାଣ୍ଟୁ ଥାଉ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

କାଷ୍ଟି ନିର୍ଦେଶକ ଶିଖା ପ୍ରଦୀପ ବି ନିଜ ଫେସ୍‌ବୁକ୍‌ ପୋଷ୍ଟ ପୁଷ୍ପାଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି । ସବୁଠାରୁ ବୟସ୍କ ବ୍ୟକ୍ତିଭାବେ ବଲିଉଡ୍‌ରେ ପାଦ ଥାପିବାପରେ ଏତେ ସିନେମା ଓ ସିରିଏଲ୍‌ରେ ନଜର ଆସିଛ ବୋଲି ସେ ଉଲ୍ଲେଖ କରିଛନ୍ତି ।

   Related Posts