Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର ରୋଡ୍ : ଉପ-କାରାଗାରରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ
  • ||
  • ଢେଙ୍କାନାଳ : ଜଙ୍ଗଲୀ ଜନ୍ତୁକୁ ମାରି ମାଂସ ଭାଗବଣ୍ଟା କଲେ, ଭାଗ ଛିଡିଲାନି ବୋଲି ଜଣଙ୍କୁ ମାରିଦେଲେ, ଅଭିଯୁକ୍ତ ଫେରାର
  • ||
  • ଚଣ୍ଡିଖୋଲ : କ୍ୟାବିନରୁ ୨ଶହ ଲିଟର ଡିଜେଲ ଜବତ, ଜଣେ ଗିରଫ
  • ||
  • ପଟ୍ଟାମୁଣ୍ଡାଇ : ନଦୀରେ ଭାସୁଛି କୁମ୍ଭୀରର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗାଁ ମୁହାଁ ହାତୀ ପଲ, ଭୟଭୀତ ଗ୍ରାମବାସୀ, ପଡିଲା ତାଟି କବାଟ
  • ||
  • ମନ୍ଦିର ନିକଟରେ ପଡିଛି ଅଜଣା ଯୁବକ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • କମୁଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୮ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୨୯୫୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଅମାନବୀୟ : ଗୋଡାଇବାରୁ କୁକୁରକୁ ହତ୍ୟା, ଜଣେ ଗିରଫ
  • ||
  • ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ଆସନ୍ତାକାଲି ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ପର୍ଯ୍ୟନ୍ତ କଟକଣା ଲାଗୁ
  • ||

ଫେଭିକଲ ନ ଶୁଂଘିଲେ ରହିପାରୁ ନାହାନ୍ତି ଏହି ପିଲାମାନେ, ନିଶା କବଳରେ ବନ୍ଧା ପଡିଛି ଶୈଶବ

25/10/2019 at 5:47 PM

ଜୟପୁର ୨୫|୧୦ : ନିଶା କବଳରେ ନାବାଳକ।ଆଉ ଫେବିକଲ ପାଲଟିଛି ନିଶାର ମାଧ୍ୟମ।ବେଧଡକ ବିଭିନ୍ନ ହାର୍ଡୱେର ଷ୍ଟୋରରେ ଏସବୁ ଛୋଟ ଛୋଟ ପିଲାଙ୍କୁ ବିକ୍ରି ହେଉଛି।ସମସ୍ତେ ଜାଣି ବି ଅଜଣା ସାଜିଛନ୍ତି।

ଏମିତି କିଛି ଅଭିଯୋଗ କିଛି ଦିନ ହେଲା ଜୟପୁରରେ ହୋଇ ଆସୁଛି।ଆଜି ସ୍କୁଲ ନଯାଇ କିଛି ଛାତ୍ର ସ୍ଥାନୀୟ ରଜା ନଗରଠାରେ ଏପରି ଫେବିକଲକୁ ନିଶା ପାଇଁ ଶୁଂଘୁଥିବା ବେଳେ ଏମାନଙ୍କୁ କାବୁ କରିଥିଲେ କିଛି ଦେଖେଣାହାରୀ।

ଆଉ ଏମାନଙ୍କ କଥା ଶୁଣି ସମସ୍ତେ ତାଜୁବ ହୋଇ ଯାଇଥିଲେ।ଧରା ପଡିଥିବା ପିଲାମାନେ କାନ୍ଦୁଥିବା ବେଳେ ଜଣେ କହୁଥିଲା ସେ କୁଆଡେ ଅନାଥ ଆଉ ଏ ଫେଭିକଲ ନିଶା ନ ଶୁଂଘିଲେ ତା ମୁଣ୍ଡ କୁଆଡେ ବାୟା ବାୟା ହୋଇ ଯାଉଛି।

ଫେବିକଲକୁ ଶସ୍ଥା ନିଶା ମାଧ୍ୟମରେ ଏମାନେ ବ୍ୟବହାର କରି ଆସୁଛନ୍ତି।ତେବେ ଧରା ପଡିବା ପରେ ଏମାନେ ବିଭିନ୍ନ ବାହାନା କରୁଥିବା ଦେଖିବାକୁ ମିଳିଛି।

   Related Posts