Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆସନ୍ତା ୧୨ ଦିନରୁ ୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଆଗରୁ ସାରିଦିଅନ୍ତୁ କାମ

18/10/2019 at 9:23 PM

ନୂଆଦିଲ୍ଲୀ: ଦେଶରେ ଏବେ ପାର୍ବଣ ଋତୁ । ଏଥିରେ ବ୍ୟାଙ୍କ ଛୁଟି ରହିଲେ କିପରି ଲାଗିବ ଟିକେ ଭାବିଲେ। ଦେଶରେ ପୂଜା ପାର୍ବଣର ମାହୋଲ ଥିବା ବେଳେ ଅକ୍ଟୋବର ୨୨ ତାରିଖରେ ବ୍ୟାଙ୍କମାନେ ଦେଶବ୍ୟାପୀ ହରତାଳ ଡାକରା ଦେଇଛନ୍ତି। ଏଣୁ ଯଦି ଅକ୍ଟୋବର ମାସ ଶେଷ ସପ୍ତାହରେ କିଛି ବ୍ୟାଙ୍କ ସମ୍ପର୍କିତ କାମ ଥାଏ ତେବେ ଏବେଠୁ ସାରି ଦିଅନ୍ତୁ। କାରଣ ୧୨ ଦିନରୁ ୬ ଦିନ ବନ୍ଦ ରହିବ ବ୍ୟାଙ୍କ କାରବାର।

କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ମର୍ଜର ନୀତି ଯୋଗୁ ୧୦ଟି ବ୍ୟାଙ୍କର ବିଲୟ ହେବ। ଏହାକୁ ବ୍ୟାଙ୍କ କର୍ମଚାରୀ ପରିସଂଘ ସାରା ଦେଶରେ ବିରୋଧ କରୁଛନ୍ତି। ଏଥିଲାଗି ଅକ୍ଟୋବର ୨୨ ତାରିଖ ଦିନ ହରତାଳ ଡାକରା ଦିଆଯାଇଛି। ଯଦି ଏହି ହରତାଳ ପ୍ରତ୍ୟାହର ନ ହୁଏ ତେବେ ସେଦିନ ଦେଶରେ ବ୍ୟାଙ୍କ କାମ ସମ୍ପୂର୍ଣ୍ଣ ଠପ ରହିବ। ଏହା ସହିତ ଆରମ୍ଭ ହେବ ଛୁଟି ।  ଦୀପାବଳି ଚଳିତବର୍ଷ ୨୭ ତାରିଖ ରବିବାର ଦିନ ପାଳିତ ହେବ। ତା ପୂର୍ବ ଦିନ ଶନିବାର ଯୋଗୁ ବ୍ୟାଙ୍କ ବନ୍ଦ ରହିବ।  ୨୮ ତାରିଖ ଦିନ ଗୋବର୍ଦ୍ଧନ ପୂଜା ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ  ବ୍ୟାଙ୍କ ଛୁଟି ହୋଇପାରେ।   

   Related Posts