ମଧ୍ୟପ୍ରଦେଶ ବାନ୍ଧବଗଡରୁ ଓଡ଼ିଶା ଆସୁଛି ଆଉ ଏକ ବାଘୁଣୀ

Published By : Prameya-News7 Bureau | June 28, 2018 IST

ମଧ୍ୟପ୍ରଦେଶ ମହାବଳ ପ୍ରେମରେ ଓଡ଼ିଶା ବାଘୁଣୀ । ସାତକୋଶିଆ ଜଙ୍ଗଲରେ ଆରମ୍ଭ ହୋଇଛି ଏକ୍ ଛୋଟି ସି ଲଭ୍ ଷ୍ଟୋରୀ । ମଧ୍ୟପ୍ରଦେଶର ଜଙ୍ଗଲରୁ ଆସି ସାତକୋଶିଆରେ ଛଡ଼ାଯାଇଥିବା ମହାବଳ ବାଘର ଏନ୍କ୍ଲୋଜର୍ ଚାରିପଟେ ବୁଲି ତାକୁ ଇସାରା କରୁଛି ଓଡ଼ିଶାର ବାଘୁଣୀ । ସାତକୋଶିଆରେ ଏହି ପ୍ରେମ କାହାଣୀ ଧୀରେଧୀରେ ଆଗକୁ ବଢୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.