Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ରୋଡ୍ ରୋମିଓକୁ ଜୋତାରେ ସେକିଲେ ମହିଳା କନେଷ୍ଟବଳ: ୩୩ ସେକେଣ୍ଡରେ ୨୬ ଥର ମାଡ଼

10/12/2019 at 3:27 PM

କାନପୁର୧୦/୧୨: ଛାତ୍ରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା  ରୋଡ୍ ରୋମିଓଙ୍କୁ ମହଙ୍ଗା ପଡ଼ିଛି।  ମହିଳା କଲେଜ ନିକଟରେ ଛାତ୍ରୀଙ୍କୁ ପ୍ରତିଦିନ ହଇରାଣ କରୁଥିବାରୁ ରୋଡ୍ ରୋମିଓ ନିର୍ଧୁମ ଛେଚା ଖାଇଛି। ସ୍ଥାନୀୟ ବିଠୁର ଥାନାର  ଜଣେ ମହିଳା କନେଷ୍ଟବଳ ରୋଡ୍‌ ରୋମିଓକୁ ବିଚ୍‌ ରାସ୍ତାରେ ଜୋତାରେ ନିର୍ଧୂମ ଛେଚିଛନ୍ତି। ଉତ୍ତର ପ୍ରଦେଶର କାନପୁର ସହରରରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି।

ସୂଚନା ଅନୁସାରେ ବିଠୁର ଅଞ୍ଚଳରେ ଥିବା ଏକ ମହିଳା କଲେଜ ନିକଟରେ ଜଣେ ରୋଡ୍‌ ରୋମିଓ ଛାତ୍ରୀଙ୍କୁ ପ୍ରତିଦିନ ହଇରାଣ  କରୁଥିଲା। ଏହି ସମୟରେ ଆଣ୍ଟି ରୋମିଓ ସ୍ବାର୍ଡ ଘଟଣାସ୍ଥଳରେ ପହଞ୍ଚି ସେହି ରୋଡ଼ ରୋମିଓକୁ ଜୋତାରେ ବାଡ଼େଇଥିଲେ। ରୋଡ୍ ରୋମିଓକୁ ମହିଳା କନେଷ୍ଟବଳ ୩୩ ସେକେଣ୍ଡରେ ୨୬ ଥର ଜୋତା ପ୍ରହାର କରିଥିଲେ। ଧାରା ୨୯୪ ଅନୁସାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ ହୋଇଛି।

   Related Posts