Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ମହିଳା କନେଷ୍ଟବଲଙ୍କ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା

2/06/2019 at 10:36 AM

ସିଓ୍ବାନ ୨/୬: ମୁଫ୍ଫସିଲ ଥାନାର ପୋଲିସ୍ କେନ୍ଦ୍ରର ସରକାରୀ ଫ୍ଲାଟର ଜି ବ୍ଲକରେ ରହୁଥିବା ଜଣେ ମହିଳା କନେଷ୍ଟବଲ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି।
ନୈାବାଗଢ଼ୀ ଗାଁରେ ରହୁଥିବା ୨୦୧୩ ବ୍ୟାଚର ୨୨ବର୍ଷ ବୟସ୍କା କନେଷ୍ଟବଲ ସ୍ନେହା କୁମାରୀ କୋର୍ଟ ସିକ୍ୟୁରିଟି ଡ୍ୟୁଟିରେ ନିୟୋଜିତ ଥିଲେ। ସୂଚନା ଅନୁଯାୟୀ ବିବାହ ଭାଙ୍ଗିଯିବା କାରଣରୁ ସେ ଚିନ୍ତାରେ ରହୁଥିଲେ। ଶନିବାର ସକାଳେ ଘରୁ ଦୁର୍ଗନ୍ଧ ଆସିବାରୁ ଲୋକେ ପୋଲିସକୁ ଘଟଣା ବିଷୟରେ ସୂଚନା ଦେଇଥିଲେ।

   Related Posts