ମାଈ ହାତୀର ମୃତ୍ୟୁ : ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ

Published By : Prameya-News7 Bureau | October 28, 2019 IST

ସୁନ୍ଦରଗଡ଼ ୨୮/୧୦: ବଣାଇରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ବଣାଇ ବାଖରତୋଲା ଗାଁ ନିକଟ ଜଙ୍ଗଲରୁ ଠାବ ହୋଇଛି ହାତୀର ମୃତଦେହ । ସୁନ୍ଦରଗଡ ଜିଲ୍ଲା ରାଉରକେଲା ଡିଭିଜନ ବାଙ୍କୀ ରେଞ୍ଜରେ ଏହି ହାତୀର ମୃତ୍ୟୁ ହୋଇଛି ।

ବିଦ୍ୟୁତ ଆଘାତରେ ହାତୀର ଜୀବନ ଯାଇଥିବା ସନ୍ଦେହ କରାଯାଉଛି । ତେବେ ମୃତ ହାତୀକୁ ଜଙ୍ଗଲରେ ହାତୀପଲ ଜଗି ରହିଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ଛାନଭିନ୍ ଚଳାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.