ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

Published By : Prameya-News7 Bureau | October 07, 2019 IST

କେନ୍ଦୁଝର ୭/୧୦: କେନ୍ଦୁଝରରେ ଚିକିତ୍ସାଧୀନ ଅବସ୍ଥାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି । ବିଜେପି ରେଞ୍ଜର ଉପର ସୁମଠଠାରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଛି । ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ହାତୀଟିର ଚିକିତ୍ସା ଚାଲିଥିଲା । ବୟସାଧିକ୍ୟ କାରଣରୁ ହାତୀର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ରେଞ୍ଜ ଅଫିସର ମୁକ୍ତି କାନ୍ତ ପରିଡା ।

{"id":167167}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.