Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

ଲକଡାଉନରେ ଗରିବମାନେ ଅଟୋରେ ବସିଲେ ଦେବାକୁ ପଡ଼ିବନି ଭଡ଼ା : ମୁମ୍ବାଇର ମହିଳା ଅଟୋ ଚାଳକଙ୍କୁ ନେଇ ସାରା ଦେଶରେ ଚର୍ଚା

22/04/2020 at 11:20 AM

ମୁମ୍ବାଇ ୨୨/୪: କରୋନା ଭାଇରସ୍ ଯୋଗୁଁ ଦେଶବ୍ୟାପି ଜାରି ହୋଇଥିବା ଲକଡାଉନ୍ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛି। ଯାତାୟତର ସମସ୍ତ ମାଧ୍ୟମ ବନ୍ଦ ହୋଇଯିବା ଯୋଗୁଁ ଲୋକଙ୍କୁ ଏମରଜେନ୍ସିରେ କୌଣସି ସ୍ଥାନକୁ ଯିବାକୁ ଅସୁବିଧା ହେଉଛି। ଏପରି କ୍ଷେତ୍ରରେ ମୁମ୍ବାଇର ଜଣେ ମହିଳା ଅଟୋରିକ୍ସା ଚାଳକ ଅଭାବୀ ଲୋକଙ୍କୁ ମାଗଣାରେ ତାଙ୍କ ସ୍ଥାନରେ ପହଞ୍ଚାଉଛନ୍ତି।

ଏହି ମହିଳା ଅଟୋରିକ୍ସା ଚାଳକଙ୍କ ନାଁ ଶୀତଲ୍। ସେ କୁହନ୍ତି ଲକଡାଉନ୍ ପୂର୍ବରୁ ସେ ନିଜ ପରିବାର ପ୍ରତିପୋଷଣ ପାଇଁ ଅଟୋରିକ୍ସା ଚଲାଉଥିଲେ,କିନ୍ତୁ ଏବେ ସେ ଲୋକଙ୍କୁ ମାଗଣାରେ ଅଟୋରେ ଯାତ୍ରା କରାଉଛନ୍ତି। ଲକଡାଉନ୍ ସମୟରେ ଗରିବ ଲୋକଙ୍କୁ ହଇରାଣ ହେଉଥିବା ଦେଖି ସେ ସେମାନଙ୍କୁ ଯେକେସଣସି ସ୍ଥାନରୁ ନେବା ଆଣିବା କରିବା ପାଇଁ ଟଙ୍କା ନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ତାଙ୍କ ପାଇଁ ଏହି କାମ ସେବା କାମ ଭଳି ଅଟେ।

ଶୀତଲ୍ ଦିନସାରା ମୁମ୍ବାଇ ରାସ୍ତାରେ ନିଜ ଅଟୋରିକ୍ସା ଚଲାନ୍ତି। ଯେକୌଣସି ଅଭାବୀ ଲୋକଙ୍କୁ ତାଙ୍କ ଠିକଣାରେ ପହଞ୍ଚାଇଲେ ତାଙ୍କୁ ଶାନ୍ତି ମିଳିଥାଏ। ଶୀତଲଙ୍କ ପରି ମହିଳା ବାସ୍ତବରେ ଏଭଳି ସଙ୍କଟମୟ ପରିସ୍ଥିତିରେ ଲୋକଙ୍କ ସହାୟକ ହେଉଛନ୍ତି।

   Related Posts