ଚୀନରେ କରୋନା ଭୟାବହ : ସେଲୁନରେ ୪ଫୁଟ ଦୂରରୁ କେଶ କାଟୁଛନ୍ତି ବାରିକ,ଭିଡିଓ ଭାଇରାଲ୍

Published By : Prameya-News7 Bureau | March 06, 2020 IST

ନୂଆଦିଲ୍ଲୀ ୬/୩: ବିଶ୍ବବ୍ୟାପି ହଇଚଇ ସୃଷ୍ଟି କରିଥିବା କରୋନା ଭାଇରସ୍ ଚୀନରେ ଆତଙ୍କ ସୃଷ୍ଟି କରିଛି। ନିକଟରେ ଚୀନର ଏକ ସେଲୁନର ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବାରିକମାନେ୪ଫୁଟ ଦୂରରୁ କଇଁଚି ଏବଂ ଟୁଲର ସହାୟତାରେ ଚୁଟି କାଟୁଛନ୍ତି। ପ୍ରକୃତରେ ଲୋକେ କରୋନା ଭାଇରସର ସଂକ୍ରମଣ ଡରରେ କାହା ନିକଟରେ ଆସିବାକୁ ଚାହୁଁନାହାନ୍ତି। ଏହି ଭିଡିଓ ଅତ୍ୟନ୍ତ ହାସ୍ୟାସ୍ପଦ ଲାଗୁଛି ଏବଂ ଏହା ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ୍ ହେବାରେ ଲାଗିଛି।

wp:core-embed/twitter {"url":"https://twitter.com/FarhangNamdar/status/1234131554047348736?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1234131554047348736\u0026ref_url=https%3A%2F%2Fwww.livehindustan.com%2Finternational%2Fstory-fear-of-corona-virus-in-china-barber-cutting-hair-with-4-foot-long-scissors-watch-video-3068405.html","type":"rich","providerNameSlug":"twitter","className":""}
https://twitter.com/FarhangNamdar/status/1234131554047348736?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1234131554047348736&ref_url=https%3A%2F%2Fwww.livehindustan.com%2Finternational%2Fstory-fear-of-corona-virus-in-china-barber-cutting-hair-with-4-foot-long-scissors-watch-video-3068405.html
/wp:core-embed/twitter

ଚୀନରେ କରୋନା ଭାଇରସ ଯୋଗୁଁ ଆହୁରି ୩୧ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ୩୦୦୦ପାର ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.