Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚୀନରେ କରୋନା ଭୟାବହ : ସେଲୁନରେ ୪ଫୁଟ ଦୂରରୁ କେଶ କାଟୁଛନ୍ତି ବାରିକ,ଭିଡିଓ ଭାଇରାଲ୍

6/03/2020 at 10:33 AM

ନୂଆଦିଲ୍ଲୀ ୬/୩: ବିଶ୍ବବ୍ୟାପି ହଇଚଇ ସୃଷ୍ଟି କରିଥିବା କରୋନା ଭାଇରସ୍ ଚୀନରେ ଆତଙ୍କ ସୃଷ୍ଟି କରିଛି। ନିକଟରେ ଚୀନର ଏକ ସେଲୁନର ଭିଡିଓ ସାମନାକୁ ଆସିଛି ଯେଉଁଥିରେ ବାରିକମାନେ୪ଫୁଟ ଦୂରରୁ କଇଁଚି ଏବଂ ଟୁଲର ସହାୟତାରେ ଚୁଟି କାଟୁଛନ୍ତି। ପ୍ରକୃତରେ ଲୋକେ କରୋନା ଭାଇରସର ସଂକ୍ରମଣ ଡରରେ କାହା ନିକଟରେ ଆସିବାକୁ ଚାହୁଁନାହାନ୍ତି। ଏହି ଭିଡିଓ ଅତ୍ୟନ୍ତ ହାସ୍ୟାସ୍ପଦ ଲାଗୁଛି ଏବଂ ଏହା ସୋସିଆଲ ମିଡିଆରେ ମଧ୍ୟ ବହୁତ ଭାଇରାଲ୍ ହେବାରେ ଲାଗିଛି।

ଚୀନରେ କରୋନା ଭାଇରସ ଯୋଗୁଁ ଆହୁରି ୩୧ଜଣଙ୍କ ମୃତ୍ୟୁ ହୋଇଛି। ଏହା ପରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ୩୦୦୦ପାର ପହଞ୍ଚିଛି।

   Related Posts