Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଅମୀର ଖାନଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ୍

25/12/2018 at 6:35 PM

ମୁମ୍ବାଇ ୨୫/୧୨: ଅମୀର ଖାନଙ୍କ ସହ ଡେଟିଂର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ । ଏଭଳି ରୁମରକୁ  ନେଇ ସେ ଡିଷ୍ଟର୍ବ ହେ।ଇଯାଉଥିବା କହିଛନ୍ତି । ଫାତିମା କହିଛନ୍ତି ଯେତେବେଳେ ତାଙ୍କ ମା, ଖବରକାଗଜ ହେଡଲାଇନ୍ସରେ ଏଭଳି ଖବର ଦେଖି ତାଙ୍କୁ ପଚାରୁଛନ୍ତି ସେ ବିଚଳିତ ଅନୁଭବ କରୁଛନ୍ତି । ତେବେ ଦଙ୍ଗଲ କୋ- ଷ୍ଟାର ଅମୀର ଖାନ୍ ଓ ଅପାରଶକ୍ତି ଖୁରାନା ତାଙ୍କ ଲାଇଫରେ ଗୁରୁତ୍ବ ରଖନ୍ତି । ତେଣୁ ସେ ଏଭଳି ରୁମର ପାଇଁ କାହାକୁ ସଫେଇ ଦେବାକୁ ବାଧ୍ୟ ନୁହନ୍ତି । ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ କାହାକୁ ସଫେଇ ଦେବାକୁ ସେ ଉଚିତ୍ ମଣୁନଥିବା କହିଛନ୍ତି । ଦଙ୍ଗଲର ସଫଳତା ପରେ ମିଷ୍ଟର ପରଫେକ୍ସନିଷ୍ଟଙ୍କ ସହ ଫାତିମାଙ୍କ କ୍ଲେ।ଜନେସକୁ ନେଇ ଜେ।ର ଧରିଥିଲା ଚର୍ଚ୍ଚା ।

   Related Posts