ଅମୀର ଖାନଙ୍କ ସହ ଡେଟିଂକୁ ନେଇ ମୁହଁ ଖୋଲିଲେ ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ୍
25/12/2018 at 6:35 PM

ମୁମ୍ବାଇ ୨୫/୧୨: ଅମୀର ଖାନଙ୍କ ସହ ଡେଟିଂର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଙ୍ଗଲ ଗାର୍ଲ ଫାତିମା ସାନା ଶେଖ । ଏଭଳି ରୁମରକୁ ନେଇ ସେ ଡିଷ୍ଟର୍ବ ହେ।ଇଯାଉଥିବା କହିଛନ୍ତି । ଫାତିମା କହିଛନ୍ତି ଯେତେବେଳେ ତାଙ୍କ ମା, ଖବରକାଗଜ ହେଡଲାଇନ୍ସରେ ଏଭଳି ଖବର ଦେଖି ତାଙ୍କୁ ପଚାରୁଛନ୍ତି ସେ ବିଚଳିତ ଅନୁଭବ କରୁଛନ୍ତି । ତେବେ ଦଙ୍ଗଲ କୋ- ଷ୍ଟାର ଅମୀର ଖାନ୍ ଓ ଅପାରଶକ୍ତି ଖୁରାନା ତାଙ୍କ ଲାଇଫରେ ଗୁରୁତ୍ବ ରଖନ୍ତି । ତେଣୁ ସେ ଏଭଳି ରୁମର ପାଇଁ କାହାକୁ ସଫେଇ ଦେବାକୁ ବାଧ୍ୟ ନୁହନ୍ତି । ନିଜ ବ୍ୟକ୍ତିଗତ ସମ୍ପର୍କକୁ ନେଇ କାହାକୁ ସଫେଇ ଦେବାକୁ ସେ ଉଚିତ୍ ମଣୁନଥିବା କହିଛନ୍ତି । ଦଙ୍ଗଲର ସଫଳତା ପରେ ମିଷ୍ଟର ପରଫେକ୍ସନିଷ୍ଟଙ୍କ ସହ ଫାତିମାଙ୍କ କ୍ଲେ।ଜନେସକୁ ନେଇ ଜେ।ର ଧରିଥିଲା ଚର୍ଚ୍ଚା ।
Related Posts
ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
22 January 2021