ମୋବାଇଲ ବ୍ୟବହାରକୁ ବାରଣ କରିବାରୁ ପୁଅର ଆତ୍ମହତ୍ୟା ; ପୁଅର ମୃତଦେହ ଦେଖି ବାପାର ଆତ୍ମହତ୍ୟା

Published By : Prameya-News7 Bureau | June 23, 2018 IST

ଗଂଜାମ ଜିଲ୍ଲା ସାନଖେମୁଣ୍ଡିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ମୋବାଇଲ ନେଲା ବାପା ପୁଅଙ୍କ ଜୀବନ | ମୋବାଇଲ ବ୍ୟବହାର କରିବାକୁ ବାପା ବାରଣ କରିବାରୁ ଘରୁ ବାହାରିଯାଇ ଆତ୍ମା ହତ୍ୟା କରିଥିଲା ପୁଅ କଳ୍ପବଟ | ଋଷିକୂଲ୍ୟା ନଦୀପଠାରେ ଏକ ଗଛରେ ପୁଅ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବା ଦେଖିଥିଲେ | ଏହାକୁ ଦେଖି ବାପା ମାନସିକ ସନ୍ତୁଳନ ହରାଇ ସେହି ନଦୀପଠାରେ ଏକ ଗଛରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି | ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.