କଇଁଛ ଧରିବାକୁ କୂଅ ଭିତରେ ପଶିଥିଲେ, ଚାଲିଗଲା ବାପ, ପୁଅ ଏବଂ ଜ୍ୱାଇଁଙ୍କ ଜୀବନ

Published By : Prameya-News7 Bureau | September 14, 2021 IST

ବିନିକା, ୧୪/୦୯: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଆନନ୍ଦପୁର ଗ୍ରାମରୁ ଏକ ଦୁଃଖଦ ଖବର ଆସିଛି ।  ଏକ କୂଅରେ ପଡି ବାପ,ପୁଅ ଓ ଜ୍ୱାଇଁ ମୃତ l ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି  l ବିଷାକ୍ତ ଗ୍ୟାସ୍‌ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.