ପୁଅକୁ ପିଟି ପିଟି ମାରି ଦେଲା ବାପ
28/10/2019 at 11:48 PM

ସାନଖେମୁଣ୍ଡି – ସାନଖେମୁ୍ଣ୍ଡିର କେରିକେରି ଝୋଳା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳି ଯୋଗୁଁ ପୁଅକୁ ବାପ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।
ମୃତକଙ୍କ ନାମ ପିଣ୍ଟୁ ଗୌଡ ପୁଲିସ ହତ୍ୟାକାରୀ ବାପ ଶିବ ଗୌଡକୁ ଥାନାରେ ଅଟକ ରଖିଛି ।