Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||
  • ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ
  • ||
  • ପୋଲିସ୍‌ ଏବଂ ଜୁଆ ଆଡ୍ଡା ମାଲିକଙ୍କ କଥାବାର୍ତ୍ତାର ଅଡିଓ କଲ ଭାଇରାଲ
  • ||
  • ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ନିର୍ବାଚନ : ଏବେସୁଦ୍ଧା ଆଗରେ ବିଜେପି, ପଛରେ ଟିଆରଏସ ଓ ଏଆଇଏମଆଇଏମ
  • ||

ଜଣେ ମାନସିକ ବିକୃତ ବାପା ନାରକୀୟ କାଣ୍ଡ : ୬ବର୍ଷର ପୁଅକୁ ବିଲରେ କଚାଡି ମାରିଲା

3/09/2019 at 11:00 AM

 ଉଦଳା ୩/୯: ଜଣେ ମାନସିକ ବିକୃତ ବାପା  ନାରକୀୟ କାଣ୍ଡ ଘଟାଇଛି।୬ବର୍ଷର ପୁଅକୁ ବିଲରେ  କଚାଡି ମାରିଦେଇଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କପ୍ତିପଦା ଶରତ  ଥାନା ଲାବଣ୍ୟଦେଇପୁରରେ। ମୃତ ଶିଶୁ ପୁତ୍ରର ନାଁ ହେଉଛି ସର୍ଦାର ସିଂ ହେମ୍ବ୍ରମ।

ଗ୍ରାମରେ ଜଣେ ବ୍ୟକ୍ତିଙ୍କ ବିଲ ନିକଟରେ ଗୋରୁ ବାନ୍ଧିବାକୁ ନେଇ ଝଗଡା ହେବା ପରେ ଘରକୁ ଫେରିଥିଲା ମଧୁ ସିଂ ହେମ୍ବ୍ରମ। ଘରକୁ ଫେରିବା ପରେ ତାର ପୁଅ ସର୍ଦାର ସିଂ ହେମ୍ବ୍ରମ କାନ୍ଦୁଥିଲା। ପୁଅ କଣ ପାଇଁ କାନ୍ଦୁଛି କହି ବାପା ମଧୁ ତାକୁ ଏକ ପଥରରେ କଚାଡି ମାରି ଦେଇଥିଲା। ପୁଅକୁ ମାରିବା ପରେ ତାକୁ ଘର ପୋଖରୀରେ ବୁଡେଇ ଥିଲା। ପରେ ଗ୍ରାମବାସୀମାନେ ଅଭିଯୁକ୍ତକୁ ଧରି ପୋଲିସ ଜିମା ଦେଇଥିବାବେଳେ ପୋଲିସ ତାକୁ ଗିରଫ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

   Related Posts