Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୫୫୮ କରୋନା ପଜିଟିଭ୍
  • ||
  • ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ : କାଦୁଅ ରାସ୍ତାରେ ପ୍ରସବ କଲେ ମହିଳା
  • ||
  • ବାଘମାରୀ ବଜାରରେ ଗୁଳିମାଡ, ବ୍ୟବସାୟୀଙ୍କଠୁ ଲୁଟିଲେ ୫୦ ହଜାର ଟଙ୍କା
  • ||
  • ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା, ୫୦୪ ସେଣ୍ଟରରେ ପରୀକ୍ଷା ଦେବେ ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀ
  • ||

ଝିଅର ତଣ୍ଟି କାଟି ହତ୍ୟା କଲା ବାପା

31/05/2018 at 5:57 AM

ନୃଶଂସତାର ସବୁ ସୀମା ଟପିଲା ବାପା । ୧୦ ବର୍ଷର ଝିଅର ତଣ୍ଟି କାଟି ହତ୍ୟା କଲା ବାପା । ବାରିପଦା ସଦରଥାନା ଅନ୍ତର୍ଗତ ଗୋବର୍ଦ୍ଧନତୋଳ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ପାରିବାରିକ କଳହରୁ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ମୃତ ନାବାଳିକା ଫୁଲସରି ଦେହୁରୀ । ଅଭିଯୁକ୍ତ ବାପା ସନିଆ ଦେହୁରୀକୁ ଗିରଫ କଲା ପେ।ଲିସ । ଘଟଣାସ୍ଥଳରେ ସଦରଥାନା ପୋଲିସ ପହଞ୍ଚି ଚଳାଇଛି ଛାନଭିନ୍ । ଘଟଣାସ୍ଥଳରେ ହତ୍ୟାରେ ବ୍ୟବହୃତ ଛୁରୀ ଓ ଦା’ ଉଦ୍ଧାର କରାଯାଇଛି ।

Leave a Reply

   Related Posts