Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଶ୍ବଶୁରକୁ ପିଟିପିଟି ମାରିଦେଲା ବୋହୁ, ପୋଲିସର ଛାନ୍‌ଭିନ୍‌

4/05/2021 at 3:21 PM

କେନ୍ଦ୍ରାପଡା ୦୪/୦୫ : କେନ୍ଦ୍ରାପଡା ଜିଲ୍ଲା ରାଜନଗର ରିଘାଗଡ ଗାଁରେ ଅଭାବନୀୟ ଘଟଣା । ଶ୍ବଶୁରକୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଛି ବୋହୁ । ମୃତକ ହେଲେ ଶ୍ରୀନିବାସ ବେଉରିଆ । ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଟ ଘଟିଥିବା ସନ୍ଦେହ କରାଯାଉଛି । ପରିବାର ଲୋକଙ୍କ ଅଭିଯ଼ୋଗ ପରେ ଅଭିଯୁକ୍ତ ବୋହୁ କବିତା ବେଉରିଆ ରାଜନଗର ଥାନାରେ ଅଟକ ଅଛି । ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହିତ ତଦନ୍ତ ଆାରମ୍ଭ କରିଛି ପୋଲିସ ।

   Related Posts