Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

କାଠ ଫାଳିଆରେ ପିଟି ପିଟି ଶଶୁରକୁ ମାରିଦେଲା ବୋହୁ

17/07/2018 at 7:46 AM

କାଠ ଫାଳିଆରେ ପିଟି ପିଟି ଶଶୁରକୁ ହତ୍ୟା କରିଛି ବୋହୁ | ଅସ୍ତରଙ୍ଗ ପାଟବଳଦା ବରଡ଼ି ଗାଁରେ ଘଟିଛି ହତ୍ୟାକାଣ୍ଡ | ଘରୋଇ କଳହକୁ କେନ୍ଦ୍ର କରି ବୋହୁ ଏଇ ନାରକୀୟ କାଣ୍ଡ କରିଥିବା ଜଣା ପଡ଼ିଛି | ଘରେ ଶୋଇଥିଲାବେଳେ କାଠ ଫାଳିଆରେ ପିଟି ପିଟି ଶଶୁର ସରତ ନାୟଙ୍କୁ ହତ୍ୟା କରିଛି | ସାତ ଦିନ ପୂର୍ବରୁ ସ୍ଵାମିକୁ ମଧ୍ୟ ଆକ୍ରମଣ କରିଥିଲା ବୋହୁ ରୋଜାଲିନ ନାୟକ । ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ବୋହୁ ରୋଜାଲିନ ଫେରାର ହୋଇ ଯାଇଛି | ଅସ୍ତରଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି |

   Related Posts