Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

ବିଧବା ବୋହୂକୁ ଜାଳି ଦେଲା ଶ୍ୱଶୁର

15/09/2018 at 11:57 AM

ଝାରସୁଗୁଡା୧୫/୯: ଝାରସୁଗୁଡା ଜିଲ୍ଲା ଲଇକେରା ଥାନା ଅନ୍ତର୍ଗତ ଭାଲୁପତ୍ରା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ବିଧବା ବୋହୁକୁ କିରୋସିନ ଢାଳି ଜାଳି ଦେଇଛି ଶ୍ୱଶୁର । ବୋହୁକୁ ବୁର୍ଲା ସ୍ଥାନାନ୍ତରିତ ବେଳେ ବୋହୂର ମୃତ୍ୟୁ ହୋଇଯାଇଛି । ଭାଲୁପତ୍ରାରେ ରହୁଥିବା ବନମାଳି ରୋହୀଦାସର ପୁଅ ଶୁଖାରମ ରୋହୀଦାସ ସମ୍ବଲପୁର ସ୍ଥିତ ଶାସନ ଗାଁର ରୁକ୍ମଣୀ ରୋହିଦାସକୁ ବିବାହ କରିଥିଲେ । ଗତ ୪ମାସ ପୂର୍ବେ ଶୁଖାରମ ରୋହିଦାସର ମୃତ୍ୟୁ ହୋଇଥିଲା। ସ୍ବାମୀର ମୃତ୍ୟୁ ପରେ ରୁକ୍ମଣୀ ନିଜ ଶ୍ୱଶୁର ଘରେ ରହୁ ଥଲେ । ତେବେ ଶ୍ୱଶୁର ବନମାଳି ଓ ବୋହୁ ରୁକ୍ମଣୀଙ୍କ ମଧ୍ୟରେ ଜମି ଜୁମାକୁ ନେଇ ବିବାଦ ଦେଖାଦେଇଥିଲା ଏବଂ ଶଶୁର ବୋହୁକୁ ନିର୍ଯ୍ୟାତନା ମଧ୍ୟ ଦେଉଥିଲା । ଗତକାଲି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଶ୍ୱଶୁର ବନମାଳି ଉତ୍ତ୍ୟକ୍ତ ହୋଇ ଵୋହୁକୁ କିରାସିନି ଢାଳି ପୋଡି ଦେଇଥିଲା । ଗୁରୁତର ଅବସ୍ଥାରେ ବୋହୁକୁ ବୁର୍ଲା ସ୍ଥାନାନ୍ତର ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଝାରସୁଗୁଡ଼ା ପୋଲିସକୁ ରୁକ୍ମଣୀ ମୃତ୍ୟୁକାଳୀନ ଜମାନ ବନ୍ଦୀ ଦେଇଛନ୍ତି । ଏ ନେଇ ମୃତକ ରୁକ୍ମଣୀର ପରିବାର ପକ୍ଷରୁ ଲଇକେରା ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଏହି ଅଭିଯୋଗ ଆଧାରରେ ଲଇକେରା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଜି ମୃତକର ଶବ ବ୍ୟବଚ୍ଛେଦ କରାଯାଇଛି ।

   Related Posts