Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବୋହୂକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର, ଭିଡିଓ ଭାଇରାଲ୍

26/09/2019 at 8:49 AM

ଯାଜପୁର ୨୬।୯: ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର । ଏହାସହ ତାକୁ ମାଡ ମଧ୍ୟ ମାରୁଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଧନେଶ୍ବର ପଞ୍ଚାୟତ ଧନେଶ୍ବର ଗାଁରେ ।

ରାସ୍ତା ଉପରେ ନିଜ ବୋହୂକୁ ମାଡ ମାରିବା ସହ କିଭଳି ଭାବରେ ନିର୍ଯାତନା ଦିଆଯାଉଛି ତାହା ଏହି ଭିଡିଓ ଦେଖି ଆପଣ ଜାଣିପାରୁଥିବେ । ପାରିବାରିକ କଳହକୁ ନେଇ ମହିଳାଙ୍କ ଶ୍ବଶୁର ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଘୋଷାଡି ଘୋଷାଡି ନେଉଛନ୍ତି ବୋହୂକୁ । ଶାଶୁ ମଧ୍ୟ ଏକ ବାଡି ଧରି ବୋହୂକୁ ଅନେକ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।

   Related Posts