ବୋହୂକୁ ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର, ଭିଡିଓ ଭାଇରାଲ୍
26/09/2019 at 8:49 AM

ଯାଜପୁର ୨୬।୯: ଗାଁ ଦାଣ୍ଡରେ ବୋହୂକୁ ଘୋଷାଡି ଘୋଷାଡି ନେଉଛି ଶ୍ବଶୁର । ଏହାସହ ତାକୁ ମାଡ ମଧ୍ୟ ମାରୁଛି । ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକ୍ ଧନେଶ୍ବର ପଞ୍ଚାୟତ ଧନେଶ୍ବର ଗାଁରେ ।
ରାସ୍ତା ଉପରେ ନିଜ ବୋହୂକୁ ମାଡ ମାରିବା ସହ କିଭଳି ଭାବରେ ନିର୍ଯାତନା ଦିଆଯାଉଛି ତାହା ଏହି ଭିଡିଓ ଦେଖି ଆପଣ ଜାଣିପାରୁଥିବେ । ପାରିବାରିକ କଳହକୁ ନେଇ ମହିଳାଙ୍କ ଶ୍ବଶୁର ଗାଁ ଦାଣ୍ଡରେ ସମସ୍ତଙ୍କ ସାମ୍ନାରେ ଘୋଷାଡି ଘୋଷାଡି ନେଉଛନ୍ତି ବୋହୂକୁ । ଶାଶୁ ମଧ୍ୟ ଏକ ବାଡି ଧରି ବୋହୂକୁ ଅନେକ ଗାଳିଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି ।
Related Posts
ଦିଗପହଣ୍ଡି: ତ୍ରିରଙ୍ଗା ପତାକାକୁ ଅସମ୍ମାନ
26 January 2021
ସି.ଆର୍.ପି.ଏଫ୍ରେ ଯୋଗ ଦେବେ କର୍ଲାମୁଣ୍ଡାର ଝିଅ ସୌମ୍ୟାରାଣୀ
26 January 2021