ବାପା ନା’ ସୈତାନ : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଟକ

Published By : Prameya-News7 Bureau | October 20, 2021 IST

ରାଉରକେଲା ୨୦।୧୦: ସୈତାନ ବାପା । ନିଜ ଜନ୍ମକଲା ଝିଅକୁ ବି ଛାଡିଲାନାହିଁ । ନାବାଳିକା ଝିଅ ଉପରେ ପକାଇଲା ପାପ ନଜର । ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ଏ ନେଇ ରାଉରକେଲା ପ୍ଲାଣ୍ଟ୍ ସାଇଟ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଦୁଷ୍କର୍ମକାରୀ ବାପାକୁ ଅଟକ ରଖିଛି ପୋଲିସ । ଏଭଳ ନିନ୍ଦନୀୟ ଘଟଣାକୁ ଗୁରୁତ୍ବର ସହ ନେଇଛି ପ୍ଲାଣ୍ଟ୍ ସାଇଟ୍ ଥାନା । ଘଟଣାର ଅଧିକ ତଦନ୍ତ ଜାରି ରଖିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.