Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା : ଅଭିଯୁକ୍ତ ବାପାକୁ ଫାଶୀ ଦଣ୍ଡାଦେଶ

11/01/2020 at 10:48 AM

ସାନଖେମୁଣ୍ଡି ୧୧।୧: ନିଜ ନାବାଳିକା ଝିଅକୁ ଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ବାପାକୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗତକାଲି ସୁରଟ ଜିଲ୍ଲା କୋର୍ଟ ଏଭଳି ଦଣ୍ଡାଦେଶ ଶୁଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୭ ମସିହା ଜୁନ୍ ମାସ ୨୯ ତାରିଖ ଦିନ ସୁରଟ ସହରର ଡୁମସ ଥାନା ଅଞ୍ଚଳରେ ଘଟିଥିବା ଦୁର୍ଷ୍କମ ଓ ହତ୍ୟା ଘଟଣା । ଏହି ଘଟଣାରେ ଅଭିଯୁକ୍ତ ବାପା ଟୁକୁନା ଦାଶକୁ ଫାଶୀ ଦଣ୍ଡାଦେଶ ଶୁଣାଯିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ଟୁକୁନାଙ୍କ ଘର ଗଂଜାମ ଜିଲ୍ଲା ବଡଗଡ ଥାନା ତଥା ଶେରଗଡ ବ୍ଲକର ପଟାପାବୁଲି ଗାଁରେ ବୋଲି ଜଣାପଡିଛି ।

ତେବେ ଅଭିଯୁକ୍ତ ଟୁକୁନାକୁ ଫାଶି ଦଣ୍ଡାଦେଶ ଖବର ପ୍ରଘଟ ହେବା ପରେ ସାରା ଜିଲ୍ଲା ସମେତ ଟୁକୁନାଙ୍କ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ଅଭିଯୁକ୍ତ ଟୁକୁନାଙ୍କ ପରିବାର ତଥା ଗ୍ରାମବାସୀଙ୍କ ପକ୍ଷରୁ ଏହି ରାୟର ପୁନଃବିଚାର ପାଇଁ ନିବେଦନ କରାଯାଇଛି ।

   Related Posts