ପ୍ଲାଜୋ ଓ ଟି-ସାର୍ଟ ପିନ୍ଧା ଫଟୋ ସହ ଶ୍ରଦ୍ଧାକପୁର ଫେସବୁକରେ ଅଛନ୍ତି ଆକ୍ଟିଭ ,ଲେଖନ୍ତୁ କମେଣ୍ଟ ସେ ବି ଦେବେ ରିପ୍ଲାଇ

Published By : Prameya-News7 Bureau | February 06, 2019 IST

ଆଶିକ-୨ ଫେମର ହିରୋଇନ ଶ୍ରଦ୍ଧା କପୁରଙ୍କୁ କିଏ ନ ଜାଣିଛି ?

ଓକେ ଜାନୁ, ହାଫ୍ ଗାର୍ଲଫ୍ରେଣ୍ଡ, ଏବିସିଡ଼ି, ସ୍ତ୍ରୀ ଆଦି ଚଳଚ୍ଚିତ୍ର ଜରିଆରେ  ବଲିଉଡ଼ ଇଣ୍ଟଷ୍ଟ୍ରୀକୁ ମାରିଥିଲେ ଏଣ୍ଟ୍ରି । ଚର୍ଚ୍ଚାକୁ ମଧ୍ୟ ଆସିଥିଲେ ଶ୍ରଦ୍ଧା କପୁର।

{"id":82591}

ଆଗାମୀ ସିନେମା ସାହୋ ଓ ଛିଛୋରେ ମାଧ୍ୟମରେ ୨୦୧୯ ପାଇଁ ନୂଆ ଲୁକ ଦେବେ ଶ୍ରଦ୍ଧା କପୁର । ହେଲେ ଏହି ଚଳଚ୍ଚିତ୍ର ରିଲିଜ ନ ହେଉଣୁ ଶ୍ରଦ୍ଧା ଆସିଛନ୍ତି ଚର୍ଚ୍ଚାକୁ । ପ୍ଲାଜୋ ଓ ଟି-ସାର୍ଟ ପିନ୍ଧି ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଫଟୋ ହୋଇଛି ଭାଇରାଲ ।

{"id":82592,"width":574,"height":680}

ଫଟୋ ସିନା ଭାଇରାଲ ହୋଇଛି କିନ୍ତୁ ସିନେମା ବକ୍ସ ଅଫିସ ହିଟକୁ ଅପେକ୍ଷା କରିଛି । ଶ୍ରଦ୍ଧାଙ୍କୁ ୨୦୧୯ ମସିହାରେ ରିଲିଜ ହେବାକୁ ଥିବା ସିନେମା କିଭଳି ପରିମାଣରେ ସଫଳତା ଦେବ ରହିଲା ଅପେକ୍ଷା ।

{"id":82593,"width":584,"height":653}

ଫେସବୁକରେ ଆକ୍ଟିଭ  ଥିବା ଏହି ହିରୋଇନଙ୍କୁ ଦେଖନ୍ତୁ କେମିତି ଭାଇରାଲ ହେଉଛି ଫଟୋ । ଆପଣ ଲେଖନ୍ତୁ ନା କମେଣ୍ଟ ..ସେ ବି ଦେବେ ରିପ୍ଲାଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.