Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ପ୍ଲାଜୋ ଓ ଟି-ସାର୍ଟ ପିନ୍ଧା ଫଟୋ ସହ ଶ୍ରଦ୍ଧାକପୁର ଫେସବୁକରେ ଅଛନ୍ତି ଆକ୍ଟିଭ ,ଲେଖନ୍ତୁ କମେଣ୍ଟ ସେ ବି ଦେବେ ରିପ୍ଲାଇ

6/02/2019 at 7:28 PM

ଆଶିକ-୨ ଫେମର ହିରୋଇନ ଶ୍ରଦ୍ଧା କପୁରଙ୍କୁ କିଏ ନ ଜାଣିଛି ?

ଓକେ ଜାନୁ, ହାଫ୍ ଗାର୍ଲଫ୍ରେଣ୍ଡ, ଏବିସିଡ଼ି, ସ୍ତ୍ରୀ ଆଦି ଚଳଚ୍ଚିତ୍ର ଜରିଆରେ  ବଲିଉଡ଼ ଇଣ୍ଟଷ୍ଟ୍ରୀକୁ ମାରିଥିଲେ ଏଣ୍ଟ୍ରି । ଚର୍ଚ୍ଚାକୁ ମଧ୍ୟ ଆସିଥିଲେ ଶ୍ରଦ୍ଧା କପୁର।

ଆଗାମୀ ସିନେମା ସାହୋ ଓ ଛିଛୋରେ ମାଧ୍ୟମରେ ୨୦୧୯ ପାଇଁ ନୂଆ ଲୁକ ଦେବେ ଶ୍ରଦ୍ଧା କପୁର । ହେଲେ ଏହି ଚଳଚ୍ଚିତ୍ର ରିଲିଜ ନ ହେଉଣୁ ଶ୍ରଦ୍ଧା ଆସିଛନ୍ତି ଚର୍ଚ୍ଚାକୁ । ପ୍ଲାଜୋ ଓ ଟି-ସାର୍ଟ ପିନ୍ଧି ସୋସିଆଲ ମିଡ଼ିଆରେ ଛାଡ଼ିଥିବା ଫଟୋ ହୋଇଛି ଭାଇରାଲ ।

ଫଟୋ ସିନା ଭାଇରାଲ ହୋଇଛି କିନ୍ତୁ ସିନେମା ବକ୍ସ ଅଫିସ ହିଟକୁ ଅପେକ୍ଷା କରିଛି । ଶ୍ରଦ୍ଧାଙ୍କୁ ୨୦୧୯ ମସିହାରେ ରିଲିଜ ହେବାକୁ ଥିବା ସିନେମା କିଭଳି ପରିମାଣରେ ସଫଳତା ଦେବ ରହିଲା ଅପେକ୍ଷା ।

ଫେସବୁକରେ ଆକ୍ଟିଭ  ଥିବା ଏହି ହିରୋଇନଙ୍କୁ ଦେଖନ୍ତୁ କେମିତି ଭାଇରାଲ ହେଉଛି ଫଟୋ । ଆପଣ ଲେଖନ୍ତୁ ନା କମେଣ୍ଟ ..ସେ ବି ଦେବେ ରିପ୍ଲାଇ ।

   Related Posts