ପର୍ଣ୍ଣ ସିଡି ଲିକ୍‌ ହେଲା ପରେ ଲାଇମ୍‌ ଲାଇଟ୍‌କୁ ଆସିଲେ ଫରାହ, ହଟ୍‌ ଫଟୋ ହେଲା ଭାଇରାଲ

Published By : Prameya-News7 Bureau | May 02, 2019 IST

wp:heading {"level":5}
ମୁମ୍ବାଇ୨|୫: ନିଜ ପ୍ରେମିକ ସହ ପର୍ଣ୍ଣ ସିଡି ଲିକ୍‌ ହେଲା ପରେ ଲାଇମ୍‌ ଲାଇଟ୍‌କୁ ଆସିଥିଲେ ଫରାହ।  ଫରାହ ଲିଇନ୍‌ ଆବ୍ରାହମ ନାଁରେ ସେ ବେଶ ପରିଚିତା ।  
/wp:heading {"id":109787}

କିଛି ଦିନ ତଳେ ସୋସିଆଲସାଇଟ୍‌ରେ ଫରାହଙ୍କ ହଟ୍‌ ଫଟୋ ପୋଷ୍ଟ କରାଯାଇଥିଲା। ଏଥି ପାଇଁ ଫରାହ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଫରାହ ଜଣେ ଗାୟିକା ଓ ଲେଖିକା ମଧ୍ୟ।

{"id":109785,"width":573,"height":424}
wp:heading {"level":5}
୨୦୦୯ ମସିହାରେ ପ୍ରସାରିତ ହୋଇଥିବା ସିକ୍ସିଟିନ ଆଣ୍ଡ ପ୍ରେଗନେଣ୍ଟ ସିରିଜ୍‌ରେ ଅଭିନୟ କରି ସେ ଟେଲିଭିଜନ ଜଗତରେ ପାଦ ଦେଇଥିଲେ। ୨୦୧୨ ମସିହାରେ ସ୍ପିନ ଅଫ ଓ ଟିନ୍‌ ମମ୍‌ ସିରିଜରେ ଫରାହ ଅଭିନୟ କରିଥିଲେ ଓ ବେଶ ଚର୍ଚ୍ଚାରେ ଥିଲେ।
/wp:heading {"id":109786}
wp:heading {"level":5}
ଏହା ପରେ ସେ ତାଙ୍କ ଡେବ୍ୟୁ ଆଲବମ “ମାଇ ଟିନ୍‌ ଏଜ ଡ୍ରିମ ଏଣ୍ଡେଡ” ରିଲିଜ କରିଥିଲେ। । ଅଧିକାଂଶ ସମୟ ଫରାହ ତାଙ୍କ ଅଦଭୁତ କାରନାମା ପାଇଁ ଚର୍ଚ୍ଚାରେ ଥାନ୍ତି।
/wp:heading wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.