Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପର୍ଣ୍ଣ ସିଡି ଲିକ୍‌ ହେଲା ପରେ ଲାଇମ୍‌ ଲାଇଟ୍‌କୁ ଆସିଲେ ଫରାହ, ହଟ୍‌ ଫଟୋ ହେଲା ଭାଇରାଲ

2/05/2019 at 12:40 PM

ମୁମ୍ବାଇ୨|୫: ନିଜ ପ୍ରେମିକ ସହ ପର୍ଣ୍ଣ ସିଡି ଲିକ୍‌ ହେଲା ପରେ ଲାଇମ୍‌ ଲାଇଟ୍‌କୁ ଆସିଥିଲେ ଫରାହ।  ଫରାହ ଲିଇନ୍‌ ଆବ୍ରାହମ ନାଁରେ ସେ ବେଶ ପରିଚିତା ।  

କିଛି ଦିନ ତଳେ ସୋସିଆଲସାଇଟ୍‌ରେ ଫରାହଙ୍କ ହଟ୍‌ ଫଟୋ ପୋଷ୍ଟ କରାଯାଇଥିଲା। ଏଥି ପାଇଁ ଫରାହ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ଫରାହ ଜଣେ ଗାୟିକା ଓ ଲେଖିକା ମଧ୍ୟ।

୨୦୦୯ ମସିହାରେ ପ୍ରସାରିତ ହୋଇଥିବା ସିକ୍ସିଟିନ ଆଣ୍ଡ ପ୍ରେଗନେଣ୍ଟ ସିରିଜ୍‌ରେ ଅଭିନୟ କରି ସେ ଟେଲିଭିଜନ ଜଗତରେ ପାଦ ଦେଇଥିଲେ। ୨୦୧୨ ମସିହାରେ ସ୍ପିନ ଅଫ ଓ ଟିନ୍‌ ମମ୍‌ ସିରିଜରେ ଫରାହ ଅଭିନୟ କରିଥିଲେ ଓ ବେଶ ଚର୍ଚ୍ଚାରେ ଥିଲେ।
ଏହା ପରେ ସେ ତାଙ୍କ ଡେବ୍ୟୁ ଆଲବମ “ମାଇ ଟିନ୍‌ ଏଜ ଡ୍ରିମ ଏଣ୍ଡେଡ” ରିଲିଜ କରିଥିଲେ। । ଅଧିକାଂଶ ସମୟ ଫରାହ ତାଙ୍କ ଅଦଭୁତ କାରନାମା ପାଇଁ ଚର୍ଚ୍ଚାରେ ଥାନ୍ତି।

 

   Related Posts